ଜେଜିଏମଙ୍କୁ ଗୁଳିକାଣ୍ଡ ଘଟଣା: ଅଭିଯୁକ୍ତଙ୍କ ଧରିବା ପାଇଁ ସ୍କେଚ ପ୍ରସ୍ତୁତ କରିଛି ପୋଲିସ

କଟକ: ରେଳ ବିକାଶ ନିଗମ ଲିମିଟେଡ ଜେଜିଏମଙ୍କୁ  ଗୁଳି ଚଳାଇଥିବା ଅଭିଯୁକ୍ତଙ୍କ ଧରିବା ପାଇଁ ପୋଲିସ ସ୍କେଚ ପ୍ରସ୍ତୁତ କରିଛି।ଡ୍ରାଇଭରର ବୟାନକୁ ଭିତ୍ତିକରି ଏକ୍ସପର୍ଟଙ୍କ ଜରିଆରେ ବ୍ଲୁ ପ୍ରିଣ୍ଟ ତିଆରି ହୋଇଛି ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ। ଅନ୍ୟପଟେ ଜେଜିଏମ୍ ହତ୍ୟା ଉଦ୍ୟମ ଘଟଣା ପରେ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ତାଙ୍କୁ ଜଣେ ପିଏସଓ ଦିଆଯାଇଛି। ଏହା ସହ ଗୁଳିକାଣ୍ଡ ଘଟାଇବା ପାଇଁ ଦୁର୍ବୃତ୍ତ ଯେଉଁ ବାଇକ୍ ବ୍ୟବହାର କରିଥିଲେ ଉକ୍ତ ବାଇକ୍ ନମ୍ୱର ଯାଞ୍ଚ […]

gulikanda

Rakesh Mallick
  • Published: Monday, 01 June 2015
  • , Updated: 01 June 2015, 01:21 PM IST

କଟକ: ରେଳ ବିକାଶ ନିଗମ ଲିମିଟେଡ ଜେଜିଏମଙ୍କୁ  ଗୁଳି ଚଳାଇଥିବା ଅଭିଯୁକ୍ତଙ୍କ ଧରିବା ପାଇଁ ପୋଲିସ ସ୍କେଚ ପ୍ରସ୍ତୁତ କରିଛି।ଡ୍ରାଇଭରର ବୟାନକୁ ଭିତ୍ତିକରି ଏକ୍ସପର୍ଟଙ୍କ ଜରିଆରେ ବ୍ଲୁ ପ୍ରିଣ୍ଟ ତିଆରି ହୋଇଛି ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ। ଅନ୍ୟପଟେ ଜେଜିଏମ୍ ହତ୍ୟା ଉଦ୍ୟମ ଘଟଣା ପରେ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ତାଙ୍କୁ ଜଣେ ପିଏସଓ ଦିଆଯାଇଛି। ଏହା ସହ ଗୁଳିକାଣ୍ଡ ଘଟାଇବା ପାଇଁ ଦୁର୍ବୃତ୍ତ ଯେଉଁ ବାଇକ୍ ବ୍ୟବହାର କରିଥିଲେ ଉକ୍ତ ବାଇକ୍ ନମ୍ୱର ଯାଞ୍ଚ ପର ପୋଲିସକୁ କିଛି ସୁରାଗ ମିଳିଛି। ଗତକାଲି ଜେଜିଏମଙ୍କ ଉପରକୁ ଗୁଳିମାଡ ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ଏଆରଏସଏସର ଅଧ୍ୟକ୍ଷ ସୁବାସ ଅଗ୍ରୱାଲଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ଗିରଫ କରିଥିଲା।

Related story