ଜଗମୋହନ ମରାମତି ମାମଲା: ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ଏଏସ୍‌ଆଇ

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାରେ ଆଜି ହାଇକୋର୍ଟରେ ଏଏସ୍‌ଆଇ ସତ୍ୟପାଠ ଦାଖଲ କରିଛି। ୨୦୧୭ ଜୁନ୍‌ ସୁଦ୍ଧା ଚୂଡ଼ାନ୍ତ ମରାମତି ସାରିବା ନେଇ ଏଥିରେ ଉଲ୍ଲେଖ କରାଯାଇଛି। ପିଲାର୍‌ କାମ ଆସନ୍ତା ନଭେମ୍ବର ମାସ ସୁଦ୍ଧା ସରିବା ସହ ୨୦୧୭ ଏପ୍ରିଲ ସୁଦ୍ଧା ପକେଟ୍‌ ଫ୍ରେମ ମରାମତି କାମ ଶେଷ କରାଯିବ ବୋଲି ଏଏସ୍‌ଆଇ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟାପାଠରେ  ଉଲ୍ଲେଖ କରାଯାଇଛି।

highcourt

Rakesh Mallick
  • Published: Wednesday, 14 September 2016
  • , Updated: 14 September 2016, 01:55 PM IST

Related story