ଯୁବକଙ୍କୁ ହତ୍ୟା ମାମଲା: ଅଭିଯୁକ୍ତକୁ ଗିରଫ ଦାବିରେ ନିଶ୍ଚିନ୍ତକୋଇଲିରେ ରାସ୍ତାରୋକ

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା ଘଟଣାର  ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ରବିବାର ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି। ପ୍ଲାକାର୍ଡ ଧରି ଟାୟାର୍ ଜାଳି ଲୋକେ ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଧରା ନ ଗଲେ ଆଗାମୀ ଦିନରେ ଆଇନକୁ ହାତକୁ ନେବେ ବୋଲି ବିକ୍ଷୋଭକାରୀ ମାନେ ଚେତାବନୀ ଦେଇଛନ୍ତି। ଗତ ୧୮ତାରିଖ ଦିନ ରାତିରେ ନିଶ୍ଚିନ୍ତକୋଇଲି ଗାଁର ସତ୍ୟନାରାଣ ସ୍ୱାଇଁଙ୍କୁ ଅପହରଣ ପରେ ୨୦ […]

salepur

salepur

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 08:12 AM IST

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା ଘଟଣାର  ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ରବିବାର ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି। ପ୍ଲାକାର୍ଡ ଧରି ଟାୟାର୍ ଜାଳି ଲୋକେ ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଧରା ନ ଗଲେ ଆଗାମୀ ଦିନରେ ଆଇନକୁ ହାତକୁ ନେବେ ବୋଲି ବିକ୍ଷୋଭକାରୀ ମାନେ ଚେତାବନୀ ଦେଇଛନ୍ତି। ଗତ ୧୮ତାରିଖ ଦିନ ରାତିରେ ନିଶ୍ଚିନ୍ତକୋଇଲି ଗାଁର ସତ୍ୟନାରାଣ ସ୍ୱାଇଁଙ୍କୁ ଅପହରଣ ପରେ ୨୦ ତାରିଖ ଦିନ ତାଙ୍କ ହାତଗୋଡ଼ ବନ୍ଧା ତାଙ୍କ ମୃତଦେହ କେନ୍ଦ୍ରାପଡା ଜିଲ୍ଲା ମାର୍ଷାଘାଇର ଲୁଣା ନଦୀପଠା ପାଖରୁ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story