ଜୁଡିସିଆଲ୍ ଏକାଡେମୀରେ ହାଇମାଷ୍ଟ ପ୍ଲାଗ୍‌ପୋଷ୍ଟର ଉଦଘାଟନ ଆଜି

କଟକ: କଟକ ଜୁଡିସିଆଲ୍ ଏକାଡେମୀ ପରିସରରେ ଶନିବାର ହାଇମାଷ୍ଟ୍ ପ୍ଲାଗ୍‌ପୋଷ୍ଟଉଦଘାଟିତ ହେବ। ସକାଳ ପ୍ରାୟ ୯ଟା ୧୫ ମନିଟ୍‌ରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହାର ଉଚ୍ଚତା ୧୦୧ ଫୁଟ୍, ଲମ୍ୱ ୩୦ ଫୁଟ୍ ଓ ଚଉଡ଼ା ୨୦ ଫୁଟ୍ ରଖାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଏହାକୁ ପରୀକ୍ଷାମୂଳକ ଭାବେ ଲଗାଯାଇ ଅବତନ କରାଯାଇଥିଲା। ଏହି ଜାତୀୟ ପତାକା ବର୍ଷ ତମାମ୍ ଏକାଡେମୀ ପରିସରରେ ଶୋଭା ପାଇବ ବୋଲି କୁହାଯାଇଛି। […]

ctc

Rakesh Mallick
  • Published: Saturday, 13 February 2016
  • , Updated: 13 February 2016, 03:20 AM IST

କଟକ: କଟକ ଜୁଡିସିଆଲ୍ ଏକାଡେମୀ ପରିସରରେ ଶନିବାର ହାଇମାଷ୍ଟ୍ ପ୍ଲାଗ୍‌ପୋଷ୍ଟଉଦଘାଟିତ ହେବ। ସକାଳ ପ୍ରାୟ ୯ଟା ୧୫ ମନିଟ୍‌ରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହାର ଉଚ୍ଚତା ୧୦୧ ଫୁଟ୍, ଲମ୍ୱ ୩୦ ଫୁଟ୍ ଓ ଚଉଡ଼ା ୨୦ ଫୁଟ୍ ରଖାଯାଇଛି।

ଶୁକ୍ରବାର ସନ୍ଧ୍ୟାରେ ଏହାକୁ ପରୀକ୍ଷାମୂଳକ ଭାବେ ଲଗାଯାଇ ଅବତନ କରାଯାଇଥିଲା। ଏହି ଜାତୀୟ ପତାକା ବର୍ଷ ତମାମ୍ ଏକାଡେମୀ ପରିସରରେ ଶୋଭା ପାଇବ ବୋଲି କୁହାଯାଇଛି।

ସେଣ୍ଟେନସିଂ ଆଣ୍ଡ ଆପ୍ରିସିଏସନ୍ ଅଫ୍ ଇଲୋକଟ୍ରେନିକ୍ ଏଭିଡେନ୍ସ ଶୀର୍ଷକ ଏକ ଜାତୀୟ ସ୍ତରୀୟ ଦୁଇଦିନିଆ କର୍ମଶାଳା ଆଜିଠାରୁ ଜୁଡିସିଆଲ୍ ଏକାଡେମୀ ପରିସରରେ ଆରମ୍ଭ ହେବ।

Related story