ଯୁକ୍ତ ତିନି ନାମ ଲେଖା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଲା

ଭୁବନେଶ୍ୱର: ଯୁକ୍ତ ତିନି ନାମ ଲେଖା ଲାଗି ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଯୁକ୍ତ ତିନିରେ ନାମ ଲେଖାଇବାକୁ ଜୁନ ୨୨ରୁ ଉଭୟ ଅନଲାଇନ ଓ ଅଫଲାଇନରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଜୁଲାଇ ୬ ତାରିଖ ଅନଲାଇନ ଆବେଦନ ପାଇଁ ଶେଷ ତାରିଖ ରହିଛି । ସେହିପରି ଜୁଲାଇ ୭ ତାରିଖ ଅଫଲାଇନ ଆବେଦନର ଶେଷ ତାରିଖ ରଖାଯାଇଛି । ଜୁଲାଇ ୧୫ରେ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ । ଜୁଲାଇ […]

addmisson

Rakesh Mallick
  • Published: Tuesday, 16 June 2015
  • , Updated: 16 June 2015, 10:56 AM IST

ଭୁବନେଶ୍ୱର: ଯୁକ୍ତ ତିନି ନାମ ଲେଖା ଲାଗି ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଯୁକ୍ତ ତିନିରେ ନାମ ଲେଖାଇବାକୁ ଜୁନ ୨୨ରୁ ଉଭୟ ଅନଲାଇନ ଓ ଅଫଲାଇନରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଜୁଲାଇ ୬ ତାରିଖ ଅନଲାଇନ ଆବେଦନ ପାଇଁ ଶେଷ ତାରିଖ ରହିଛି । ସେହିପରି ଜୁଲାଇ ୭ ତାରିଖ ଅଫଲାଇନ ଆବେଦନର ଶେଷ ତାରିଖ ରଖାଯାଇଛି । ଜୁଲାଇ ୧୫ରେ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ । ଜୁଲାଇ ୧୬ରୁ ୨୦ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଯିବ ବୋଲି କୁହାଯାଇଛି ।

Related story