ଯୁକ୍ତ ଦୁଇ ନାମଲେଖା: ସମ୍ୱଲପୁରରେ ଛାତ୍ରଛାତ୍ରୀ କରିପାରିଲେନି ଅନଲାଇନ୍ ଆବେଦନ

ସମ୍ୱଲପୁର:  ଯୁକ୍ତଦୁଇ ନାମ ଲେଖା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି।  ଉଭୟ ଅନଲାଇନ୍ ଓ ଅଫଲାଇନରେ ରାଜ୍ୟର ଛାତ୍ରଛାତ୍ରୀମାନେ ଆବେଦନ କରିବା ଆରମ୍ଭ କରିଛନ୍ତି । ତେବେ ଆଜି ସମ୍ୱଲପୁରରେ ଛାତ୍ରଛାତ୍ରୀ ମାନେ ଅନଲାଇନ୍ ‌ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.dhe Orissa.com ଖୋଲୁନଥିବାରୁ ସମ୍ୱଲପୁର ସହରରେ ଛାତ୍ରଛାତ୍ରୀମାନେ ଅନଲାଇନ ଆବେଦନ କରିପାରିନାହାନ୍ତି । ଅନ୍ୟପକ୍ଷରେ ଗଙ୍ଗାଧର ମେହେର ଜୁନିୟର କଲେଜରେ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଥିଲେ ମଧ୍ୟ […]

vlcsnap-

Rakesh Mallick
  • Published: Monday, 08 June 2015
  • , Updated: 08 June 2015, 11:32 AM IST

ସମ୍ୱଲପୁର:  ଯୁକ୍ତଦୁଇ ନାମ ଲେଖା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି।  ଉଭୟ ଅନଲାଇନ୍ ଓ ଅଫଲାଇନରେ ରାଜ୍ୟର ଛାତ୍ରଛାତ୍ରୀମାନେ ଆବେଦନ କରିବା ଆରମ୍ଭ କରିଛନ୍ତି । ତେବେ ଆଜି ସମ୍ୱଲପୁରରେ ଛାତ୍ରଛାତ୍ରୀ ମାନେ ଅନଲାଇନ୍ ‌ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.dhe Orissa.com ଖୋଲୁନଥିବାରୁ ସମ୍ୱଲପୁର ସହରରେ ଛାତ୍ରଛାତ୍ରୀମାନେ ଅନଲାଇନ ଆବେଦନ କରିପାରିନାହାନ୍ତି । ଅନ୍ୟପକ୍ଷରେ ଗଙ୍ଗାଧର ମେହେର ଜୁନିୟର କଲେଜରେ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଥିଲେ ମଧ୍ୟ  ୱେବସାଇଟ ନ ଖୋଲିବା ଜନିତ  ଅସୁବିଧା କାରଣରୁ ପ୍ରଥମ ଦିନରେ କୌଣସି ଛାତ୍ରଛାତ୍ରୀଙ୍କ ଦେଖା ମିଳିନଥିଲା।

Related story