ବ୍ୟବସାୟୀଙ୍କୁ ହତ୍ୟା ପରେ ଡକାୟତି

<p>ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ରୋଡରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ପରେ ଡକାୟତମାନେ ଘରେ କଳାକନା ବୋଲାଇ ଦେଇଛନ୍ତି। &nbsp;ମୃତ ବ୍ୟବସାୟୀ ହେଲେ ନାଁ କିଷନ ଅଗ୍ରଓ୍ୱାଲ।</p> <p>ଗତରାତିରେ କିଷନ ଘରେ ଏକା ଥିଲେ। ତାଙ୍କ ପରିବାରର ଅନ୍ୟ ସଦସ୍ୟ ସମ୍ବଲପୁରରେ ଥିବା ସଂପର୍କୀୟଙ୍କ ଘରକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ କିଷନଙ୍କୁ ହତ୍ୟା କରି ତାଙ୍କ ଘରେ ଡକାୟତି କରିଥିବା ଅଭିଯୋଗ ହୋଇଛି।</p>

Ordigital Desk
  • Published: Tuesday, 07 November 2017
  • Updated: 07 November 2017, 12:23 PM IST

Sports

Latest News

<p>ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ରୋଡରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ପରେ ଡକାୟତମାନେ ଘରେ କଳାକନା ବୋଲାଇ ଦେଇଛନ୍ତି। &nbsp;ମୃତ ବ୍ୟବସାୟୀ ହେଲେ ନାଁ କିଷନ ଅଗ୍ରଓ୍ୱାଲ।</p><p>ଗତରାତିରେ କିଷନ ଘରେ ଏକା ଥିଲେ। ତାଙ୍କ ପରିବାରର ଅନ୍ୟ ସଦସ୍ୟ ସମ୍ବଲପୁରରେ ଥିବା ସଂପର୍କୀୟଙ୍କ ଘରକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ କିଷନଙ୍କୁ ହତ୍ୟା କରି ତାଙ୍କ ଘରେ ଡକାୟତି କରିଥିବା ଅଭିଯୋଗ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos