ବ୍ୟବସାୟୀଙ୍କୁ ହତ୍ୟା ପରେ ଡକାୟତି

Ordigital Desk
  • Published: Tuesday, 07 November 2017
  • , Updated: 07 November 2017, 12:23 PM IST
<p>ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ରୋଡରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ପରେ ଡକାୟତମାନେ ଘରେ କଳାକନା ବୋଲାଇ ଦେଇଛନ୍ତି। &nbsp;ମୃତ ବ୍ୟବସାୟୀ ହେଲେ ନାଁ କିଷନ ଅଗ୍ରଓ୍ୱାଲ।</p> <p>ଗତରାତିରେ କିଷନ ଘରେ ଏକା ଥିଲେ। ତାଙ୍କ ପରିବାରର ଅନ୍ୟ ସଦସ୍ୟ ସମ୍ବଲପୁରରେ ଥିବା ସଂପର୍କୀୟଙ୍କ ଘରକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ କିଷନଙ୍କୁ ହତ୍ୟା କରି ତାଙ୍କ ଘରେ ଡକାୟତି କରିଥିବା ଅଭିଯୋଗ ହୋଇଛି।</p>

Related story