କଲ୍ୟାଣସିଂହପୁର: ଯୁବତୀଙ୍କ ମୃତଦେହ ଉଦ୍ଧାର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସେରିଗୁମ୍ମା ପଞ୍ଚାୟତ ଅର୍ନ୍ତଗତ ଦେଉଳଗୁମ୍ମା ଗାଁର ଏକ ଗଛରୁ  ଆଜି  ଜଣେ ଯୁବତୀଙ୍କ ଝୁଲନ୍ତା ମୃତଉଦ୍ଧାର କରାଯାଇଛି। ମୃତ ଯୁବତୀଙ୍କ ନାଁ ବାସନ୍ତି ପିଡିଶିକା। ପ୍ରେମ ଜନିତ କାରଣରୁ  ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।  ବାସନ୍ତିଙ୍କ ଦେହରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ପୋଲିସ୍ ଘଟଣାସ୍ଥଳରେ  ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବତୀ ଜଣଙ୍କ ନିଜେ ଆତ୍ମହତ୍ୟା କରିଛି ନା ତାକୁ କିଏ ହତ୍ୟା […]

k

Rakesh Mallick
  • Published: Friday, 06 May 2016
  • , Updated: 06 May 2016, 05:25 AM IST

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସେରିଗୁମ୍ମା ପଞ୍ଚାୟତ ଅର୍ନ୍ତଗତ ଦେଉଳଗୁମ୍ମା ଗାଁର ଏକ ଗଛରୁ  ଆଜି  ଜଣେ ଯୁବତୀଙ୍କ ଝୁଲନ୍ତା ମୃତଉଦ୍ଧାର କରାଯାଇଛି। ମୃତ ଯୁବତୀଙ୍କ ନାଁ ବାସନ୍ତି ପିଡିଶିକା। ପ୍ରେମ ଜନିତ କାରଣରୁ  ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।  ବାସନ୍ତିଙ୍କ ଦେହରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି।

ପୋଲିସ୍ ଘଟଣାସ୍ଥଳରେ  ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବତୀ ଜଣଙ୍କ ନିଜେ ଆତ୍ମହତ୍ୟା କରିଛି ନା ତାକୁ କିଏ ହତ୍ୟା କରିଛି ପୋଲିସ୍ ଏହି ଘଟଣାର ଖୋଳତାଡ କରୁଛି।

Related story