କଲ୍ୟାଣସିଂହପୁର: ମାଲବାହୀ ଟ୍ରେନର ୪ ବଗି ଲାଇନଚ୍ୟୁତ
କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଭାଲୁମାସ୍କା ସିକରପାଇ ଷ୍ଟେସନ ନିକଟରେ ଗତକାଲି ରାତିରେ ଏକ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଫଳରେ ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। କୋରାପୁଟ ଷ୍ଟେସନରେ କିଛି ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ ଅଟକି ରହିଛି। କୋରାପୁଟ-ରାଉରକେଲା ଏକ୍ସପ୍ରେସ, କୋରାପୁଟ-ବିଶାଖାପାଟଣା ଓ କୋରାପୁଟ-ସମ୍ୱଲପୁର ପାସେଞ୍ଜର କୋରାପୁଟ ଷ୍ଟେସନରେ ଅଟକି ରହିଛି।