ବଦଳି ଯାଇଛି କଳିଙ୍ଗ ଷ୍ଟାଡିୟମ୍‌ର ଚିତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତବର୍ଷ ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ନୂଆ ରୂପରେ ସଜେଇ ହୋଇଥିଲା। ହେଲେ ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ଏହାର ଚିତ୍ର ବଦଳି ଯାଇଛି। ଛାରଖାର ହୋଇଯାଇଛି ପୂରା ଷ୍ଟାଡିୟମ୍‌। ସୁଇମିଂ ପୁଲ୍‌ ଓ ଟେନିସ୍ କୋର୍ଟ ବି କ୍ଷତିଗ୍ରସ୍ତ ହୋଇଛି। ଏଥିସହ ହକି ଷ୍ଟାଡିୟମ୍‌ରେ ଅନେକ କ୍ଷୟକ୍ଷତି ହୋଇଛି। ଏହା ପରିସରରେ ଥିବା ଅନେକ ଗଛ ବି ଭାଙ୍ଗି ଯାଇଛି। ଜୁନ୍‌ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍‌ରେ ୱାର୍ଲ୍ଡ […]

79

79

Jitendra Garnayak
  • Published: Sunday, 05 May 2019
  • Updated: 05 May 2019, 10:53 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତବର୍ଷ ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ନୂଆ ରୂପରେ ସଜେଇ ହୋଇଥିଲା। ହେଲେ ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ଏହାର ଚିତ୍ର ବଦଳି ଯାଇଛି। ଛାରଖାର ହୋଇଯାଇଛି ପୂରା ଷ୍ଟାଡିୟମ୍‌। ସୁଇମିଂ ପୁଲ୍‌ ଓ ଟେନିସ୍ କୋର୍ଟ ବି କ୍ଷତିଗ୍ରସ୍ତ ହୋଇଛି। ଏଥିସହ ହକି ଷ୍ଟାଡିୟମ୍‌ରେ ଅନେକ କ୍ଷୟକ୍ଷତି ହୋଇଛି। ଏହା ପରିସରରେ ଥିବା ଅନେକ ଗଛ ବି ଭାଙ୍ଗି ଯାଇଛି।

800ଜୁନ୍‌ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍‌ରେ ୱାର୍ଲ୍ଡ ହକି ସିରିଜ୍‌ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଆୟୋଜନ ହେବାକୁ ଥିବା ବେଳେ ତା’ପୂର୍ବରୁ ଏହାକୁ ସଂପୂର୍ଣ୍ଣ ପ୍ରସ୍ତୁତ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos