କଲ୍ୟାଣସିଂହପୁରରେ ମାଓ ପୋଷ୍ଟର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରର ପାରସାଲିର ୪ଟି ସ୍ଥାନରେ ଆଜି ସକାଳେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଜାନୁଆରୀ ୨ତାରିଖରେ ହୋଇଥିବା ଏନକାଉଣ୍ଟର ମିଥ୍ୟାବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଏହାସହିତ ନିରିଗୁଣ୍ଡିର ଶ୍ୟାମ କାଡ୍ରାକାଙ୍କୁ ହତ୍ୟା କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

mao

Rakesh Mallick
  • Published: Saturday, 06 February 2016
  • , Updated: 06 February 2016, 04:22 AM IST

Related story