ନବୀନଙ୍କୁ ଭେଟିଲେ କମଲ ହାସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବାକୁ ଚେନ୍ନାଇ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଭେଟିଛନ୍ତି କମଲ୍‌ ହାସନ। କମଲ୍‌ ହେଉଛନ୍ତି ରାଜନୈତିକ ଦଳ MNMର ମୁଖ୍ୟ ତଥା ସୁପରିଚିତ ଅଭିନେତା । ନବୀନଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କମଲ୍‌ କହିଛନ୍ତି,“ ରାଜନୀତିରେ ନୂଆ ହୋଇଥିବାରୁ ପରାମର୍ଶ ନେବାକୁ ଆସିଥିଲି।”

naveen

Tapaswini Nayak
  • Published: Wednesday, 26 September 2018
  • , Updated: 26 September 2018, 02:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବାକୁ ଚେନ୍ନାଇ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଭେଟିଛନ୍ତି କମଲ୍‌ ହାସନ।

କମଲ୍‌ ହେଉଛନ୍ତି ରାଜନୈତିକ ଦଳ MNMର ମୁଖ୍ୟ ତଥା ସୁପରିଚିତ ଅଭିନେତା ।

ନବୀନଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କମଲ୍‌ କହିଛନ୍ତି,“ ରାଜନୀତିରେ ନୂଆ ହୋଇଥିବାରୁ ପରାମର୍ଶ ନେବାକୁ ଆସିଥିଲି।”

Related story