କମିଲା ବସ୍ ଭଡା

ଭୁବନେଶ୍ୱର : କମିଲା ବସ୍ ଭଡା । ଡିଜେଲ ଦର କମିବା ପରେ ବସ୍ ଭଡାରେ ୧ରୁ ୨ ପଇସା ହ୍ରାସ ପାଇଛି । ଅଟୋମେଟିକ୍ ମେକାନିଜମ୍ ବ୍ୟବସ୍ଥା ଲାଗୁ ହେବାପରେ ପ୍ରଥମ ଥର ଲାଗି ହ୍ରାସ ପାଇଛି ବସ ଭଡା । ଅଡିନାରି ବସଭଡା ୬୧ ପଇସାରୁ ୬୦ ପଇସା ହୋଇଥିବାବେଳେ ଏକ୍ସପ୍ରେସ ବସ୍ ଭଡା ୬୪ରୁ ୬୩ ପଇସାକୁ କମିଛି । ସେହିପରି ଡିଲକ୍ସ ବସ୍ ଭଡା ୮୬ରୁ ୮୪ ପଇସାକୁ ହ୍ରାସ ପାଇଥିବାବେଳେ […]

buses

Rakesh Mallick
  • Published: Thursday, 18 June 2015
  • , Updated: 18 June 2015, 10:55 AM IST

ଭୁବନେଶ୍ୱର : କମିଲା ବସ୍ ଭଡା । ଡିଜେଲ ଦର କମିବା ପରେ ବସ୍ ଭଡାରେ ୧ରୁ ୨ ପଇସା ହ୍ରାସ ପାଇଛି । ଅଟୋମେଟିକ୍ ମେକାନିଜମ୍ ବ୍ୟବସ୍ଥା ଲାଗୁ ହେବାପରେ ପ୍ରଥମ ଥର ଲାଗି ହ୍ରାସ ପାଇଛି ବସ ଭଡା । ଅଡିନାରି ବସଭଡା ୬୧ ପଇସାରୁ ୬୦ ପଇସା ହୋଇଥିବାବେଳେ ଏକ୍ସପ୍ରେସ ବସ୍ ଭଡା ୬୪ରୁ ୬୩ ପଇସାକୁ କମିଛି । ସେହିପରି ଡିଲକ୍ସ ବସ୍ ଭଡା ୮୬ରୁ ୮୪ ପଇସାକୁ ହ୍ରାସ ପାଇଥିବାବେଳେ ଏସି ଡିଲକ୍ସ ଭଡା ଏକ ଟଙ୍କା ୭ ପଇସାରୁ ଏକ ଟଙ୍କ। ୫ ପଇସାକୁ କମିଛି । ଗତ ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ଏକ ଟଙ୍କ। ୩୫ ପଇସା ହ୍ରାସ ପାଇଥିଲା ।

Related story