ରାୟଗଡ଼ା: ପଲମାରେ ଝାଡ଼ାବାନ୍ତି ଆତଙ୍କ, ୪ ମୃତ, ୩୦ ଆକ୍ରାନ୍ତ

କଲ୍ୟାଣସିଂପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ପଲମା ପଞ୍ଚାୟତରେ ଝାଡ଼ାବାନ୍ତିରେ ସପ୍ତାହକ ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପିଡୁଆ ଗାଁରେ ୩ ଜଣ ଝାଡ଼ାବାନ୍ତିରେ ପ୍ରାଣ ହରାଇଥିବା ବେଳେ ଗତକାଲି ପଙ୍ଗେଲି ଗାଁର ଆଉ ଜଣଙ୍କର ମୃତ୍ୟୁ ହୋଇଛି।   ଉପ ଜିଲ୍ଲାପାଳ, ବିଡ଼ିଓ ଓ ଏଡିଏମ୍‌ ଝାଡ଼ାବାନ୍ତି ବ୍ୟାପିଥିବା ଅଞ୍ଚଳରେ  ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉପ-ଜିଲ୍ଲାପାଳ କହିଛନ୍ତି ଯେ […]

rayagrah

Rakesh Mallick
  • Published: Sunday, 24 July 2016
  • , Updated: 24 July 2016, 02:29 PM IST

କଲ୍ୟାଣସିଂପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ପଲମା ପଞ୍ଚାୟତରେ ଝାଡ଼ାବାନ୍ତିରେ ସପ୍ତାହକ ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପିଡୁଆ ଗାଁରେ ୩ ଜଣ ଝାଡ଼ାବାନ୍ତିରେ ପ୍ରାଣ ହରାଇଥିବା ବେଳେ ଗତକାଲି ପଙ୍ଗେଲି ଗାଁର ଆଉ ଜଣଙ୍କର ମୃତ୍ୟୁ ହୋଇଛି।   ଉପ ଜିଲ୍ଲାପାଳ, ବିଡ଼ିଓ ଓ ଏଡିଏମ୍‌ ଝାଡ଼ାବାନ୍ତି ବ୍ୟାପିଥିବା ଅଞ୍ଚଳରେ  ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉପ-ଜିଲ୍ଲାପାଳ କହିଛନ୍ତି ଯେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଅନ୍ୟପକ୍ଷରେ ଏକ ଲୋକଙ୍କ ଚିକିତ୍ସା କରିବାକୁ ଏ ଅଞ୍ଚଳକୁ ଏକ ଡାକ୍ତରୀ ଟିମ୍ ଯିବ ବୋଲି ଜଣାପଡ଼ିଛି।

Related story