କନ୍ଧମାଳ ଘଟଣା: ଗୁମୁଡୁମାହାରେ ସିପିଏମ୍‌ର ୭ ଜଣିଆ କେନ୍ଦ୍ରୀୟ ଟିମ୍‌

କନ୍ଧମାଳ: କନ୍ଧମାଳ ଘଟଣାରର ଅନୁଧ୍ୟାନ ପାଇଁ  ସିପିଏମ୍‌ର ୭ ଜଣିଆ  କେନ୍ଦ୍ରୀୟ ଟିମ୍‌ ଆଜି ଗୁମୁଡୁମାହା ଯାଇଛନ୍ତି। ଏହି ଦଳରେ ସାଂସଦ ତଥା ଆଦିବାସୀ ଅଧିକାର ରାଷ୍ଟ୍ରୀୟ ମଞ୍ଚର ସାଧାରଣ ସଂପାଦକ ଜିତେନ୍‌ ଚୌଧୁରୀ, ସଂଗଠନର ଉପ ସଭାପତି ସାଲ୍‌ ମାର୍ଣ୍ଡି ଓ ପୂର୍ବତନ ସାଂସଦ ପୁଲିନ୍‌ କୁମାର ବାସ୍କେଙ୍କ ସହ ସିପିଏମ୍ ରାଜ୍ୟ  ସଂପାଦକ ଅଳି କିଶୋର ପଟ୍ଟନାୟକ ଓ  ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଯାଇଛନ୍ତି। ସିପିଏମ୍‌ ପ୍ରତିନିଧି ଦଳ ଗୁଳିକାଣ୍ଡରେ ମୃତ […]

cpem

Rakesh Mallick
  • Published: Wednesday, 27 July 2016
  • , Updated: 27 July 2016, 01:47 PM IST

କନ୍ଧମାଳ: କନ୍ଧମାଳ ଘଟଣାରର ଅନୁଧ୍ୟାନ ପାଇଁ  ସିପିଏମ୍‌ର ୭ ଜଣିଆ  କେନ୍ଦ୍ରୀୟ ଟିମ୍‌ ଆଜି ଗୁମୁଡୁମାହା ଯାଇଛନ୍ତି। ଏହି ଦଳରେ ସାଂସଦ ତଥା ଆଦିବାସୀ ଅଧିକାର ରାଷ୍ଟ୍ରୀୟ ମଞ୍ଚର ସାଧାରଣ ସଂପାଦକ ଜିତେନ୍‌ ଚୌଧୁରୀ, ସଂଗଠନର ଉପ ସଭାପତି ସାଲ୍‌ ମାର୍ଣ୍ଡି ଓ ପୂର୍ବତନ ସାଂସଦ ପୁଲିନ୍‌ କୁମାର ବାସ୍କେଙ୍କ ସହ ସିପିଏମ୍ ରାଜ୍ୟ  ସଂପାଦକ ଅଳି କିଶୋର ପଟ୍ଟନାୟକ ଓ  ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଯାଇଛନ୍ତି। ସିପିଏମ୍‌ ପ୍ରତିନିଧି ଦଳ ଗୁଳିକାଣ୍ଡରେ ମୃତ ଆଦିବାସୀଙ୍କ ପରିବାରକୁ ଭେଟିବା ସହ ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ କରିବ।

Related story