ଥରୁଛି କନ୍ଧମାଳ: ଫୁଲବାଣୀ ୬.୪ ଡିଗ୍ରୀ, ଦାରିଙ୍ଗବାଡ଼ି ୭ ଡିଗ୍ରୀ

ଫୁଲବାଣୀ: ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା। ତିନି ଚାରି ଦିନ ହେଲାଣି ଜିଲ୍ଲାକୁ ପୁଣି ଶୀତ ଫେରିଛି। ଜିଲ୍ଲା ପାଣିପାଗ ନିରୀକ୍ଷକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରୀ ସେଲସିୟସ୍‌ ରହିଥିବା ବେଳେ ଆଜି ୬.୪ ଡିଗ୍ରୀକୁ ଖସି ଆସିଛି। ସେହିଭଳି ଦାରିଙ୍ଗବାଡିରେ ମଧ୍ୟ ଆଜି ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରହିଛି। ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି ଏବଂ ଆଗକୁ ଜିଲ୍ଲାରେ ଶୀତ […]

phulbani

Rakesh Mallick
  • Published: Saturday, 17 December 2016
  • , Updated: 17 December 2016, 11:16 AM IST

ଫୁଲବାଣୀ: ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା। ତିନି ଚାରି ଦିନ ହେଲାଣି ଜିଲ୍ଲାକୁ ପୁଣି ଶୀତ ଫେରିଛି।

ଜିଲ୍ଲା ପାଣିପାଗ ନିରୀକ୍ଷକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରୀ ସେଲସିୟସ୍‌ ରହିଥିବା ବେଳେ ଆଜି ୬.୪ ଡିଗ୍ରୀକୁ ଖସି ଆସିଛି। ସେହିଭଳି ଦାରିଙ୍ଗବାଡିରେ ମଧ୍ୟ ଆଜି ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରହିଛି। ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି ଏବଂ ଆଗକୁ ଜିଲ୍ଲାରେ ଶୀତ ବଢ଼ିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Related story