କେନ୍ଦ୍ରାପଡା: ପୋଲିସ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ଅଧିକାର କର୍ମୀ

କେନ୍ଦ୍ରପଡା: କେନ୍ଦ୍ରାପଡ଼ା ପୋଲିସ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ମହିଳା ଅଧିକାର କର୍ମୀ ମମତା ସାମନ୍ତରାୟ। ଗତ ୬ ତାରିଖରେ ସେ ସାରଥିଙ୍କ ଗିରଫ ଦାବିରେ ବାରିମୂଳ ଆଶ୍ରମରେ ଧାରଣା ଦେଇଥିଲେ। ପୋଲିସ ତାଙ୍କୁ ଗିରଫ କରି ଦୁର୍ବ୍ୟବ୍ୟହାର କରିଥିବା ଏବଂ ତାଙ୍କୁ ନିର୍ଯାତନା ଦେଇଥିବା ସେ  ଅଭିଯୋଗ କରିଛନ୍ତି। ଏ ନେଇ ସେ ଆଇନର ଆଶ୍ରୟ ନେଇଛନ୍ତି ଓ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ  ଆଶା ରଖିଥିବା କହିଛନ୍ତି।

c

Rakesh Mallick
  • Published: Sunday, 23 August 2015
  • , Updated: 23 August 2015, 03:06 PM IST

Related story