ମହିଳାଙ୍କୁ ଗୋଇଠା ଓ ବିଧା ମାରି ଗର୍ଭ ନଷ୍ଟ କରିଦେଲେ!

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ମହିଳାଙ୍କୁ ଗୋଇଠା ଓ ବିଧା ମାରି ଗର୍ଭ ନଷ୍ଟ କରିଦେଲେ! ଏପରି ହୃଦୟ ବିଦାରକ ଘଟଣା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଜଣକୁ ଗିରଫ କରିଥିବା ବେଳେ ୫ ଜଣ ଫେରାର ଅଛନ୍ତି। ରବିବାର ଅପରାହ୍ନ ପ୍ରାୟ ଦୁଇଟା ବେଳେ ଫତେଗଡ଼ ଥାନା ରାକମା ପଞ୍ଚାୟତ ବାଦିଲୋ ଗାଁର ଅଯୋଧ୍ୟା ବେହେରାଙ୍କୁ ଘରୁ ଟାଣି କେତେକ ଯୁବକ ନିର୍ଧୁମ ପିଟୁଥିଲେ। ନିଜ ଆଖି ଆଗରେ […]

Nayagarh

Nayagarh

Manoranjan Sial
  • Published: Monday, 06 December 2021
  • Updated: 06 December 2021, 10:51 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ମହିଳାଙ୍କୁ ଗୋଇଠା ଓ ବିଧା ମାରି ଗର୍ଭ ନଷ୍ଟ କରିଦେଲେ! ଏପରି ହୃଦୟ ବିଦାରକ ଘଟଣା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଜଣକୁ ଗିରଫ କରିଥିବା ବେଳେ ୫ ଜଣ ଫେରାର ଅଛନ୍ତି।

ରବିବାର ଅପରାହ୍ନ ପ୍ରାୟ ଦୁଇଟା ବେଳେ ଫତେଗଡ଼ ଥାନା ରାକମା ପଞ୍ଚାୟତ ବାଦିଲୋ ଗାଁର ଅଯୋଧ୍ୟା ବେହେରାଙ୍କୁ ଘରୁ ଟାଣି କେତେକ ଯୁବକ ନିର୍ଧୁମ ପିଟୁଥିଲେ। ନିଜ ଆଖି ଆଗରେ ସ୍ୱାମୀ ମାଡ଼ ଖାଉଥିବା ଦେଖି ୫ ମାସର ଗର୍ଭବତୀ ସ୍ତ୍ରୀ ନର୍ମଦା ବେହେରା ଘରୁ ବାହାରି ଆସିଥିଲେ। ସ୍ୱାମୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଅଭିଯୁକ୍ତମାନେ ଅଯୋଧ୍ୟାଙ୍କୁ ଛାଡ଼ି ନର୍ମଦାଙ୍କୁ ମାଡ଼ ମାରିଥିଲେ। ତାଙ୍କ ପେଟକୁ ଗୋଇଠା ପରେ ଗୋଇଠା ମାରିଥିଲା। ଏପରିକି ତାଙ୍କ ପିଠିକୁ ବିଧା ମାରିଥିଲେ। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ।

ଗତକାଲି ଅଯୋଧ୍ୟ ଏନେଇ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ନର୍ମଦାଙ୍କୁ ନେଇ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଚେକ୍‌ଅପ୍‌ ପରେ ଗର୍ଭ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏହା ପରେ ନର୍ମଦା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗଣ୍ଡଗୋଳ ଘଟିଥିବା ଅଭିଯୋଗ ହେଉଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଜଣକୁ ଗିରଫ କରିଛି। ଏବେ ମଧ୍ୟ ୫ ଜଣ ଫେରାର ଥିବା ଜଣାପଡ଼ିଛି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story