କେନ୍ଦ୍ର ବୟନ ସଚିବଙ୍କ ଗସ୍ତ ଆଜି

ଭୁବନେଶ୍ୱର: କେନ୍ଦ୍ର ବୟନ ସଚିବ ସଞ୍ଜୟ କୁମାର ପଣ୍ଡା ଏବଂ କେନ୍ଦ୍ର ହସ୍ତତନ୍ତ ଉନ୍ନୟନ କମିଶନର ଆଲୋକ କୁମାର ଆଜି ଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେମାନେ ରାଜ୍ୟ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ବୁଣାକାର ଏବଂ କାରିଗରମାନଙ୍କ ନିମନ୍ତେ ପ୍ରଣୟନ କରାଯାଉଥିବା ବିଭିନ୍ନ ଯୋଜନାବଳୀର ସମୀକ୍ଷା କରିବେ। ୪ତାରିଖ ପୂର୍ବାହ୍ନରେ ସ୍ଥାନୀୟ ଇଡ଼କଲ ଅଡ଼ିଟୋରିୟମଠାରେ ଆୟୋଜିତ ହେବାକୁ ଥିବା ଏକ କର୍ମଶାଳାରେ ବୁଣାକାରମାନଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବେ। ବୟନ, ହସ୍ତତନ୍ତ […]

ORISSA_SECRETARIAT

ORISSA_SECRETARIAT

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 03:18 AM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ର ବୟନ ସଚିବ ସଞ୍ଜୟ କୁମାର ପଣ୍ଡା ଏବଂ କେନ୍ଦ୍ର ହସ୍ତତନ୍ତ ଉନ୍ନୟନ କମିଶନର ଆଲୋକ କୁମାର ଆଜି ଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେମାନେ ରାଜ୍ୟ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ବୁଣାକାର ଏବଂ କାରିଗରମାନଙ୍କ ନିମନ୍ତେ ପ୍ରଣୟନ କରାଯାଉଥିବା ବିଭିନ୍ନ ଯୋଜନାବଳୀର ସମୀକ୍ଷା କରିବେ। ୪ତାରିଖ ପୂର୍ବାହ୍ନରେ ସ୍ଥାନୀୟ ଇଡ଼କଲ ଅଡ଼ିଟୋରିୟମଠାରେ ଆୟୋଜିତ ହେବାକୁ ଥିବା ଏକ କର୍ମଶାଳାରେ ବୁଣାକାରମାନଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବେ। ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏହି କର୍ମଶାଳାକୁ ଉଦ‍୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପାଞ୍ଚ ତାରିଖ ପୂର୍ବାହ୍ନରେ ରାଜ୍ୟ ହସ୍ତତନ୍ତ ନିର୍ଦେଶାଳୟଠାରେ ନାବାର୍ଡ଼, ସମବାୟ ବ୍ୟାଙ୍କ ଏବଂ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ସଦସ୍ୟଙ୍କ ସହ ବିଭିନ୍ନ ପ୍ୟାକେଜର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିବେ। ଅପରାହ୍ନରେ ବୟନ ସଚିବ ରଘୁରାଜପୁରଠାରେ ଥିବା ଆଦର୍ଶ ହସ୍ତଶିଳ୍ପ ଗ୍ରାମ ପରିଦର୍ଶନ କରି ଭିତ୍ତିଭୂମି ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ଏବଂ ହସ୍ତତନ୍ତ କମିଶନର ନୂଆପାଟଣା ହସ୍ତତନ୍ତ ପୁଞ୍ଜ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story