କେନ୍ଦ୍ର ସଚିବସ୍ତରରେ ପରିବର୍ତ୍ତନ; ପ୍ରଦୀପ ପୂଜାରୀ ଶକ୍ତି ସଚିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେନ୍ଦ୍ରରେ ୧୭ ଆଇଏଏସ‍୍‌ଙ୍କ ବିଭାଗ ପରିବର୍ତ୍ତନ କରିଛନ୍ତି।ଏମାନଙ୍କ ମଧ୍ୟରେ ରହିଛନ୍ତି ୪ ଓଡ଼ିଆ ଆଇଏଏସ‍୍‌ ଅଫିସର। ଏ ସଂକ୍ରାନ୍ତରେ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗର ସଚିବ ରୂପେ ୧୯୮୧ ବ୍ୟାଚ‍୍‌ର ଗୁଜୁରାଟ କ୍ୟାଡ଼ରର ବରିଷ୍ଠ ଆଇଏଏସ‍ ଅଧିକାରୀ ପ୍ରଦୀପ କୁମାର ପୂଜାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ପୂଜାରୀ ପୂର୍ବରୁ କୃଷି ଗବେଷଣା ଶିକ୍ଷା ବିଭାଗର ଅର୍ଥନୈତିକ ପରାମର୍ଶଦାତା ତଥା ସ୍ୱତନ୍ତ୍ର […]

ORISSA_SECRETARIAT

ORISSA_SECRETARIAT

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 03:31 AM IST

Sports

Latest News

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେନ୍ଦ୍ରରେ ୧୭ ଆଇଏଏସ‍୍‌ଙ୍କ ବିଭାଗ ପରିବର୍ତ୍ତନ କରିଛନ୍ତି।ଏମାନଙ୍କ ମଧ୍ୟରେ ରହିଛନ୍ତି ୪ ଓଡ଼ିଆ ଆଇଏଏସ‍୍‌ ଅଫିସର। ଏ ସଂକ୍ରାନ୍ତରେ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗର ସଚିବ ରୂପେ ୧୯୮୧ ବ୍ୟାଚ‍୍‌ର ଗୁଜୁରାଟ କ୍ୟାଡ଼ରର ବରିଷ୍ଠ ଆଇଏଏସ‍ ଅଧିକାରୀ ପ୍ରଦୀପ କୁମାର ପୂଜାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ପୂଜାରୀ ପୂର୍ବରୁ କୃଷି ଗବେଷଣା ଶିକ୍ଷା ବିଭାଗର ଅର୍ଥନୈତିକ ପରାମର୍ଶଦାତା ତଥା ସ୍ୱତନ୍ତ୍ର ସଚିବ ରୂପେ କାର୍ଯ୍ୟ କରୁଥିଲେ। ଅନୁରୂପ ଭାବରେ ପୂର୍ବରୁ ଖଣି ସଚିବ ରୂପେ କାର୍ଯ୍ୟ କରୁଥିବା ୧୯୮୦ ବ୍ୟାଚ‍୍‌ର ଆଇଏଏସ‍ ଅନୁପ ପୂଜାରୀଙ୍କୁ କେନ୍ଦ୍ର ଅଣୁ-କ୍ଷୁଦ୍ର-ମଧ୍ୟମ ଉଦ୍ୟୋଗ ସଚିବ ରୂପେ ନିଯୁକ୍ତି ଦିଆଯାଇଥିବାବେଳେ ସେହି ବ୍ୟାଚ‍୍‌ର ଆଇଏଏସ‍ ସତ୍ୟ ନାରାୟଣ ମହାନ୍ତିଙ୍କୁ ଜାତୀୟ ମାନବାଧିକାର କମିଶନ ମହାସଚିବ ରୂପେ ନିଯୁକ୍ତି ପାଇଛନ୍ତି। ଶ୍ରୀ ମହାନ୍ତି ପୂର୍ବରୁ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟରେ ସଚିବ ରୂପେ କାର୍ଯ୍ୟ କରୁଥିଲେ। ୧୯୮୧ ବ୍ୟାଚ ଆଇଏଏସ‍ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କୁ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ରୂପେ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story