ଜୀବନ ହାରିଲା ଅସୁସ୍ଥ ଦନ୍ତା; ପାଟିରୁ ପେଟ ଯାଏଁ ମାଡ଼ି ଯାଇଥିଲେ ପୋକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳର ଉଦୟଗିରି ମୁଣ୍ଡାସାହିରେ ଗତକାଲି ଠାବ କରାଯାଇଥିବା ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଯାଇଛି। ହାତୀଟିର ପାଟିରୁ ପେଟ ଯାଏଁ ପୋକ ହୋଇଯାଇଥିଲା। ତେଣୁ ତାର ମୃତ୍ୟୁ ହୋଇଯାଇଛି ବୋଲି କୁହାଯାଇଛି। ଗତକାଲି ଭୋରରେ ଗାଁ ଲୋକେ କାଜୁବାଡ଼ିରେ ଏହି ହାତୀକୁ ଠାବ କରିଥିଲେ।  ସେମାନେ ଏନେଇ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ପକ୍ଷରୁ ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ କରାଯାଇଥିଲା। ନନ୍ଦନକାନନ ଓ ଶିମିଳିପାଳରୁ ୨ଟି ଡାକ୍ତରୀ ଟିମ୍ ମଧ୍ୟ ଆସି […]

elephant

Rakesh Mallick
  • Published: Saturday, 22 April 2017
  • , Updated: 22 April 2017, 08:32 AM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳର ଉଦୟଗିରି ମୁଣ୍ଡାସାହିରେ ଗତକାଲି ଠାବ କରାଯାଇଥିବା ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଯାଇଛି। ହାତୀଟିର ପାଟିରୁ ପେଟ ଯାଏଁ ପୋକ ହୋଇଯାଇଥିଲା। ତେଣୁ ତାର ମୃତ୍ୟୁ ହୋଇଯାଇଛି ବୋଲି କୁହାଯାଇଛି।

ଗତକାଲି ଭୋରରେ ଗାଁ ଲୋକେ କାଜୁବାଡ଼ିରେ ଏହି ହାତୀକୁ ଠାବ କରିଥିଲେ।  ସେମାନେ ଏନେଇ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ପକ୍ଷରୁ ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ କରାଯାଇଥିଲା। ନନ୍ଦନକାନନ ଓ ଶିମିଳିପାଳରୁ ୨ଟି ଡାକ୍ତରୀ ଟିମ୍ ମଧ୍ୟ ଆସି ପହଞ୍ଚିଥିଲେ।

Related story