ପ୍ରଦୀପ ହତ୍ୟା ଗୁମରର ଫିଟୁନି ରହସ୍ୟ; ଆଜି ଖଣ୍ଡହତା ବନ୍ଦ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ସେବା ସମବାୟ ସଭାପତି ତଥା ଯୁବ ଔଷଧ ବ୍ୟବସାୟୀ ପ୍ରଦୀପ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁର ୪ ଦିନ ପରେ ବି ଏହାର ରହସ୍ୟ ପର୍ଦ୍ଦାଫାସ କରିବାରେ ବିଫଳ ହୋଇଛି ପୁଲିସ୍‌। ପ୍ରତିବାଦରେ ଖଣ୍ଡହତା ପଞ୍ଚାୟତବାସୀ  ଆଜି ଖଣ୍ଡହତା ବନ୍ଦ ଡାକରା ଦେଇଛନ୍ତି । ଏଥିଯୋଗୁ ଦୋକାନା ବଜାର, ସ୍କୁଲ , କଲେଜ  ବନ୍ଦ ରହିଛି। ଗତ  ୧୯ତାରିଖ ରାତି ପ୍ରାୟ ୧୦ଟା ବେଳେ ପ୍ରଦୀପ ଔଷଧ […]

sonapur-1--10

sonapur-1--10

Niharika Rout
  • Published: Monday, 23 September 2019
  • Updated: 23 September 2019, 02:42 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ସେବା ସମବାୟ ସଭାପତି ତଥା ଯୁବ ଔଷଧ ବ୍ୟବସାୟୀ ପ୍ରଦୀପ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁର ୪ ଦିନ ପରେ ବି ଏହାର ରହସ୍ୟ ପର୍ଦ୍ଦାଫାସ କରିବାରେ ବିଫଳ ହୋଇଛି ପୁଲିସ୍‌। ପ୍ରତିବାଦରେ ଖଣ୍ଡହତା ପଞ୍ଚାୟତବାସୀ  ଆଜି ଖଣ୍ଡହତା ବନ୍ଦ ଡାକରା ଦେଇଛନ୍ତି । ଏଥିଯୋଗୁ ଦୋକାନା ବଜାର, ସ୍କୁଲ , କଲେଜ  ବନ୍ଦ ରହିଛି।

ଗତ  ୧୯ତାରିଖ ରାତି ପ୍ରାୟ ୧୦ଟା ବେଳେ ପ୍ରଦୀପ ଔଷଧ ଦୋକାନ ବନ୍ଦ କରି  ଘରକୁ ବାହାରିଥିଲେ। ମାତ୍ର ରାତି ୧୨ଟା ଯାଏ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ।  ଘର ନିକଟ ଏକ ଜଙ୍ଗଲିଆ ରାସ୍ତାରେ ବାଇକ୍‌ ସହ ପ୍ରଦୀପଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରଦୀପଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଯଥାଶୀଘ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିବାକୁ ଖଣ୍ଡହତା ଜିଲା ପରିଷଦ ସଭ୍ୟା ଗାୟତ୍ରୀ ପାଣିଗ୍ରାହୀ ସୁବଳୟା ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story