ଖୋର୍ଦ୍ଧା: ମହୁଲ ଜଙ୍ଗଲରେ ଶିଶୁପୁତ୍ରର ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ

ଖୋର୍ଦ୍ଧା: ଚନ୍ଦକା ଥାନା ମହୁଲ  ଜଙ୍ଗଲର ଅଙ୍ଗାରପଦା ନିକଟରୁ ଏକ ଶିଶୁପୁତ୍ରର ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ ହୋଇଛି।  ଶିଶୁଟିର ବୟସ ପ୍ରାୟ ୫ ବର୍ଷ ହେବ। ତାର ପରିଚୟ ମିଳିନାହିଁ। ଛୁଆଟିକୁ ହତ୍ୟା ପରେ ପୋଡି ଦିଆଯାଇଥିବା ସନ୍ଦେହ କରାଯାଉଛି।  ଘଟଣା ସ୍ଥଳରେ ପୋଲିସ ଟିମ୍ ପହଞ୍ଚି ଛାନଭିନ୍ କରୁଛି।

athawani1

Rakesh Mallick
  • Published: Monday, 20 July 2015
  • , Updated: 20 July 2015, 09:13 AM IST

Related story