ଖୋର୍ଦ୍ଧା: ବଡପୋଖରିଆ ଗାଁରେ ଦୁର୍ବୃତ୍ତଙ୍କ ବୋମାମାଡ, ୫ ଆଇଆରବି ଯବାନ ଗୁରୁତର

ଖୋର୍ଦ୍ଧା: ସୋମବାର ରାତିରେ ପ୍ରାୟ ୧୦ ବେଳେ ଖୋର୍ଦ୍ଧା ଜିଲ୍ଲା ବଡପୋଖରିଆ ଗାଁରେ ଦୁର୍ବୃତ୍ତ ବୋମାମାଡ କରିଛନ୍ତି। ଏଥିରେ ୫ ଜଣ ଆଇଆରବି ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଖୋର୍ଦ୍ଧା ମେଡିକାଲକୁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ତେବେ କିଏ ଓ କେଉଁ କାରଣରୁ ବୋମାମାଡ କରିଛି ତାହାର କାରଣ ଅସ୍ପଷ୍ଟ ରହିଛି।

khurda

Rakesh Mallick
  • Published: Monday, 21 December 2015
  • , Updated: 21 December 2015, 05:52 PM IST

Related story