ଖୋର୍ଦ୍ଧା: ନିପି ଯୋଜନାରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ବସ୍ତା ବସ୍ତା ଔଷଧ ପଡିଛି ନାଳରେ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୁରାଢିଲୋ ଗ୍ରାମ ନିକଟରା ଥିବା ଏକ ନାଳରେ ବସ୍ତା ବସ୍ତା ଔଷଧ ପଡିଛି। ପ୍ରଥମରୁ ଦଶମ ଶ୍ରେଣୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କୁର୍ମୀ ଏବଂ ରକ୍ତ ହିନତା ପ୍ରତିଷେଧକ ବଟିକା ଦେବା ପାଇଁ ସରକାରଙ୍କ ନିପି ଯୋଜନାରେ ଯୋଗାଇ ଦିଆଯାଇଥିବା ଏହି ଔଷଧକୁ ଫେ।ପାଡି ଦିଆଯାଇଥିବା ଅଭିଯୋଗ ହୋଇଛି। ଏକ୍ସପାୟର ହୋଇ ନ ଥିବା ଏହି ଔଷଧକୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ସ୍ୱାସ୍ଥ୍ୟ ବିଭାଗକୁ ଖବର ଦେଇଥିଲେ। ତେବେ […]

khordha

Rakesh Mallick
  • Published: Tuesday, 06 October 2015
  • , Updated: 06 October 2015, 01:38 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୁରାଢିଲୋ ଗ୍ରାମ ନିକଟରା ଥିବା ଏକ ନାଳରେ ବସ୍ତା ବସ୍ତା ଔଷଧ ପଡିଛି। ପ୍ରଥମରୁ ଦଶମ ଶ୍ରେଣୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କୁର୍ମୀ ଏବଂ ରକ୍ତ ହିନତା ପ୍ରତିଷେଧକ ବଟିକା ଦେବା ପାଇଁ ସରକାରଙ୍କ ନିପି ଯୋଜନାରେ ଯୋଗାଇ ଦିଆଯାଇଥିବା ଏହି ଔଷଧକୁ ଫେ।ପାଡି ଦିଆଯାଇଥିବା ଅଭିଯୋଗ ହୋଇଛି। ଏକ୍ସପାୟର ହୋଇ ନ ଥିବା ଏହି ଔଷଧକୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ସ୍ୱାସ୍ଥ୍ୟ ବିଭାଗକୁ ଖବର ଦେଇଥିଲେ। ତେବେ ସ୍କୁଲ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏତେ ପରିମାଣର ଔଷଧ କିଏ କାହିଁକି ଫେ।ପାଡିଛି ସେ ବାବଦରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Related story