ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ: ରାଜ୍ୟ ସରକାର ଏବଂ ରେଳ ମନ୍ତ୍ରାଳୟ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର: ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କାମ ନେଇ ରାଜ୍ୟ ସରକାର ଏବଂ ରେଳ ମନ୍ତ୍ରାଳୟ ମଧ୍ୟରେ ଆଜି ନୂଆଦିଲ୍ଲୀସ୍ଥିତ ରେଳ ଭବନରେ ଏମଓୟୁ ସ୍ୱାକ୍ଷରିତ ହୋଇଯାଇଛି । ୬ ବର୍ଷ ମଧ୍ୟରେ ଏହି ପ୍ରକଳ୍ପକୁ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧୭୭ କି.ମି.ର ଏହି ରେଳ ଲାଇନ ଲାଗି ମାଟ ୨ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅଧା ଅଧା ଖର୍ଚ୍ଚ […]

ramesh

ramesh

Rakesh Mallick
  • Published: Monday, 20 July 2015
  • Updated: 20 July 2015, 12:09 PM IST

Sports

Latest News

ଭୁବନେଶ୍ୱର: ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କାମ ନେଇ ରାଜ୍ୟ ସରକାର ଏବଂ ରେଳ ମନ୍ତ୍ରାଳୟ ମଧ୍ୟରେ ଆଜି ନୂଆଦିଲ୍ଲୀସ୍ଥିତ ରେଳ ଭବନରେ ଏମଓୟୁ ସ୍ୱାକ୍ଷରିତ ହୋଇଯାଇଛି । ୬ ବର୍ଷ ମଧ୍ୟରେ ଏହି ପ୍ରକଳ୍ପକୁ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧୭୭ କି.ମି.ର ଏହି ରେଳ ଲାଇନ ଲାଗି ମାଟ ୨ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅଧା ଅଧା ଖର୍ଚ୍ଚ ବହନ କରିବେ । ଏମଓୟୁ ସ୍ୱାକ୍ଷର ବେଳେ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ, ରମେଶ ମାଝି, ଓଡ଼ିଶା ବାଚସ୍ପତ୍ତି ନିରଞ୍ଜନ ପୂଜାରୀ, ଓଡ଼ିଶାର ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ଉପସ୍ଥିତ ଥିଲେ । ରେଳ ଲାଇନ ଲାଗି ହେବାକୁ ଥିବା ଜମି ଅଧିଗ୍ରହଣ ଅଢେଇ ବର୍ଷ ମଧ୍ୟରେ ଶେଷ ହେବ । ଏ ନେଇ ଗତ ୧୫ ତାରିଖରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ମାଝି ସୂଚନା ଦେଇଥିଲେ ।

୨୮୯ କିଲୋମିଟର ବିଶିଷ୍ଟ ଏହି ରେଳ ପଥର ଖୋର୍ଦ୍ଧାରୁ ବେଗୁନିଆ ପର୍ଯ୍ୟନ୍ତ ୩୨ କିଲୋମିଟର ରେଳ ଲାଇନ ତିଆରି କାମ ଶେଷ ହୋଇଛି। ଗତ ୧୬ ତାରିଖରେ କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଏହି ରେଳପଥର ଶୁଭାରମ୍ଭ କରିଥିଲେ। ସେହିଦିନ ଖୋର୍ଦ୍ଧା ରୋଡ ଓ ବେଗୁନିଆ ମଧ୍ୟରେ ଟ୍ରେନ ଚଳାଚଳ ମଧ୍ୟ ଆରମ୍ଭ ହୋଇଥିଲା। ତେବେ ବେଗୁନିଆରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୧୨ କିଲୋମିଟର କାମ ଚାଲିଛି। ବାକି ଦଶପଲ୍ଲାରୁ ବଲାଙ୍ଗିର ପର୍ଯ୍ୟନ୍ତ ୧୭୭ କିଲୋମିଟର ରେଳ ଲାଇନ କାମ ପାଇଁ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ସ୍ପେଶାଲ୍ ପ୍ରୋପଜ୍ ଭେଇକିଲ୍ ଜରିଆରେ ଏହି ରେଳ ଲାଇନ କାର୍ଯ୍ୟ ସମ୍ପନ୍ନ କରାଯିବ। ଏହାଦ୍ୱାରା ଦଶପଲ୍ଲାରୁ ବଲାଙ୍ଗିର ପର୍ଯ୍ୟନ୍ତ  ରେଳ ଲାଇନ୍ କାମ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା ରଖିଛନ୍ତି ମନ୍ତ୍ରୀ ରମେଶ ମାଝି । ସେ କହିଛନ୍ତି ଯେ, ବଲାଙ୍ଗିର ପଟରୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ରେଳବାଇକୁ କୁହାଯାଇଛି। ଏଥିପାଇଁ ରେଳବାଇ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିବ। ରାଜ୍ୟ ସରକାର ମଧ୍ୟ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର ଜମି ଯୋଗାଇ ଦେବା ପାଇଁ କହିଛନ୍ତି। ଜମି ବାବଦକୁ ରାଜ୍ୟ ସରକାରଙ୍କୁ ୩୫୫ କୋଟି ବ୍ୟୟ କରିବାକୁ ପଡ଼ିବ। ତେଣୁ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମୋଟ ୧୩୫୫ କୋଟି ଟଙ୍କା ଖର୍ଚ୍ଚ କରିବେ।

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ଏହି ରେଳଲାଇନର ଖୋର୍ଦ୍ଧାଠାରୁ ବେଗୁନିଆ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କହିଥିଲେ ଯେ, ବଲାଙ୍ଗୀର ପଟରୁ କାମ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ। ଅଧା ଖର୍ଚ୍ଚ ବହନ କରିବେ ଓ ଜମି ବି ଯୋଗାଇ ଦେବ। ଆଉ ଏମିତି କରିବାରେ ଓଡ଼ିଶା ହେବ ଦେଶର ପ୍ରଥମ ରାଜ୍ୟ।

ଖୋର୍ଦ୍ଧା ରୋଡ- ବଲାଙ୍ଗିର ରେଳ ପଥ ପ୍ରକଳ୍ପକୁ ୧୯୯୪-୯୫ରେ ମଞ୍ଜୁରୀ ମିଳିଥିଲା। ତେବେ ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଏହି ପ୍ରକଳ୍ପ ବିଳମ୍ୱିତ ହୋଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଅଗ୍ରାଧିକାର ଦେଇ ଏହାକୁ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story