ଖୋର୍ଦ୍ଧା: କୂଅରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମଲ୍ଲୀପୁର ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗାଁରେ ଶନିବାର କୂଅରେ ପଡ଼ି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୃତ ଦେହକୁ କୂଅରୁ ଉଦ୍ଧାର କରାଯାଇଛି। ମୃତ ଶିଶୁ ଦ୍ୱୟ ହେଲେ ଫକୀର ବେହେରାଙ୍କ ୪ ବର୍ଷର ପୁଅ ସୌମ୍ୟରଞ୍ଜନ ଓ ଜ୍ୟୋତିରଂଜନ ସାହୁଙ୍କ ୩ ବର୍ଷର ପୁଅ ରାଜା।  ଏ ଦୁହେଁ ସକାଳେ ଖେଳୁଥିବା ଘର ପାଖ କୂଅରେ ପଡ଼ିଯାଇଥିଲେ। ୧୧ଟା ବେଳେ ଏହା ଜଣାପଡ଼ିବା ପରେ, ଶିଶୁ ଦୁଇଟିର ମୃତଦେହକୁ […]

shishumruta

Rakesh Mallick
  • Published: Saturday, 09 May 2015
  • , Updated: 09 May 2015, 08:59 AM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମଲ୍ଲୀପୁର ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗାଁରେ ଶନିବାର କୂଅରେ ପଡ଼ି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୃତ ଦେହକୁ କୂଅରୁ ଉଦ୍ଧାର କରାଯାଇଛି। ମୃତ ଶିଶୁ ଦ୍ୱୟ ହେଲେ ଫକୀର ବେହେରାଙ୍କ ୪ ବର୍ଷର ପୁଅ ସୌମ୍ୟରଞ୍ଜନ ଓ ଜ୍ୟୋତିରଂଜନ ସାହୁଙ୍କ ୩ ବର୍ଷର ପୁଅ ରାଜା।  ଏ ଦୁହେଁ ସକାଳେ ଖେଳୁଥିବା ଘର ପାଖ କୂଅରେ ପଡ଼ିଯାଇଥିଲେ। ୧୧ଟା ବେଳେ ଏହା ଜଣାପଡ଼ିବା ପରେ, ଶିଶୁ ଦୁଇଟିର ମୃତଦେହକୁ ଉଦ୍ଧାର କରାଯାଇଥିଲା।

Related story