ଖୋର୍ଦ୍ଧା: ବଡ଼ତୋଟା ବିଏସଏଫ୍ କ୍ୟାମ୍ପରେ ଅଘଟଣ, ଗୁଳି ମାଡରେ ଯବାନ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ବଡ଼ତୋଟା ବିଏସଏଫ୍ କ୍ୟାମ୍ପରେ ଜଣେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କ ନାଁ ଶମ୍ଭୁ ଅଗ୍ରୱାଲ। ଗୁଳି ମାଡରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ତେବେ ମୃତ୍ୟୁର କାରଣ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ଗତକାଲି ସନ୍ଧ୍ୟାରେ ଶମ୍ଭୁଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

death

Rakesh Mallick
  • Published: Tuesday, 01 September 2015
  • , Updated: 01 September 2015, 04:12 AM IST

Related story