ଦେଖନ୍ତୁ ନାଗ ସାପ ଅଣ୍ଡା ଦେବାର ଭିଡ଼ିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗ ସାପ ଅଣ୍ଡା ଦେବାର ଭିଜୁଆଲ କ୍ୟାମେରାରେ ଉତ୍ତୋଳନ ହୋଇଛି।  ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଏହି ନାଗ ସାପଟି ଅଣ୍ଡା ଦେଇଥିଲା। ପ୍ରକୃତରେ ଜଣକ ଘରୁ ଏହି ନାଗସାପକୁ ଧରା ଯାଇଥିଲା। ଜଙ୍ଗଲରେ ଛାଡ଼ିବା ବେଳେ ସାପଟି ଅଣ୍ଡା ଦେଉଛି ବୋଲି ଜଣାପଡ଼ିଥିଲା। ଏପରିକି ସାପଟି ବ୍ୟାଗରେ ୩ଟି ଅଣ୍ଡା ଦେଇ ଦେଇଥିଲା। ଏହା ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା। ସାପଟି ଯେମିତି ଆରାମରେ ଅଣ୍ଡା ଦେଇପାରିବ, ତା’ର ବ୍ୟବସ୍ଥା କରିଥିଲା ସ୍ନେକ ହେଲ୍ପ ଲାଇନ। ନାଗ ସାପଟି ୨୩ଟି ଅଣ୍ଡା ଦେଇଛି।  କୃତ୍ରିମ ଉପାୟରେ ଏହି ଅଣ୍ଡା ଫୁଟାଇବାର ବ୍ୟବସ୍ଥା କରାଯାଉଛି। ସାପକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

Ordigital Desk
• Published: Thursday, 03 May 2018
• Updated: 03 May 2018, 02:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗ ସାପ ଅଣ୍ଡା ଦେବାର ଭିଜୁଆଲ କ୍ୟାମେରାରେ ଉତ୍ତୋଳନ ହୋଇଛି।  ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଏହି ନାଗ ସାପଟି ଅଣ୍ଡା ଦେଇଥିଲା। ପ୍ରକୃତରେ ଜଣକ ଘରୁ ଏହି ନାଗସାପକୁ ଧରା ଯାଇଥିଲା। ଜଙ୍ଗଲରେ ଛାଡ଼ିବା ବେଳେ ସାପଟି ଅଣ୍ଡା ଦେଉଛି ବୋଲି ଜଣାପଡ଼ିଥିଲା। ଏପରିକି ସାପଟି ବ୍ୟାଗରେ ୩ଟି ଅଣ୍ଡା ଦେଇ ଦେଇଥିଲା। ଏହା ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା। ସାପଟି ଯେମିତି ଆରାମରେ ଅଣ୍ଡା ଦେଇପାରିବ, ତା’ର ବ୍ୟବସ୍ଥା କରିଥିଲା ସ୍ନେକ ହେଲ୍ପ ଲାଇନ। ନାଗ ସାପଟି ୨୩ଟି ଅଣ୍ଡା ଦେଇଛି।  କୃତ୍ରିମ ଉପାୟରେ ଏହି ଅଣ୍ଡା ଫୁଟାଇବାର ବ୍ୟବସ୍ଥା କରାଯାଉଛି। ସାପକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos