ସରିଲା ୫ ଦିନ ଧରି ଚାଲିଥିବା କିସାନ୍‌ମେଳା

ରାଜଗାଙ୍ଗପୁର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର କେଶ୍ରାମାଲର ଗରିଆମାଲ ଖେଳପଡ଼ିଆରେ ଚାଲିଥିବା ୫ ଦିନିଆ କିସାନ୍‌ମେଳା ଉଦ୍‌ଯାପିତ ହୋଇଯାଇଛି। ଏହି ମେଳାରେ ସୁନ୍ଦରଗଡ଼ ଜିଲ୍ଲାର ଆଖପାଖ ଅଞ୍ଚଳରେ ୧୩୦ଟି ଫୁଟ୍‌ବଲ୍‌ ଖେଳ ଦଳ ଓ ୮୦ଟି ହକି ଖେଳାଳୀ ଯୋଗ ଦେଇଥିଲେ। ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥିଭାବେ ବିଧାୟକ ମଙ୍ଗଳା କିସାନ୍‌ ଯୋଗଦେଇ ଥିଲେ। ସୁନ୍ଦରଗଡ଼ ଜିଲ୍ଲା ହେଉଛି ଖେଳାଳିଙ୍କ ଏନ୍ତୁଡ଼ିଶାଳ। ଆଦିବାସୀ ଯୁବକ ଓ ଯୁବତୀଙ୍କ ମନରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ […]

rajgangpur

Rakesh Mallick
  • Published: Monday, 02 October 2017
  • , Updated: 02 October 2017, 06:14 PM IST

ରାଜଗାଙ୍ଗପୁର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର କେଶ୍ରାମାଲର ଗରିଆମାଲ ଖେଳପଡ଼ିଆରେ ଚାଲିଥିବା ୫ ଦିନିଆ କିସାନ୍‌ମେଳା ଉଦ୍‌ଯାପିତ ହୋଇଯାଇଛି। ଏହି ମେଳାରେ ସୁନ୍ଦରଗଡ଼ ଜିଲ୍ଲାର ଆଖପାଖ ଅଞ୍ଚଳରେ ୧୩୦ଟି ଫୁଟ୍‌ବଲ୍‌ ଖେଳ ଦଳ ଓ ୮୦ଟି ହକି ଖେଳାଳୀ ଯୋଗ ଦେଇଥିଲେ। ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥିଭାବେ ବିଧାୟକ ମଙ୍ଗଳା କିସାନ୍‌ ଯୋଗଦେଇ ଥିଲେ। ସୁନ୍ଦରଗଡ଼ ଜିଲ୍ଲା ହେଉଛି ଖେଳାଳିଙ୍କ ଏନ୍ତୁଡ଼ିଶାଳ। ଆଦିବାସୀ ଯୁବକ ଓ ଯୁବତୀଙ୍କ ମନରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

Related story