କୋଣାର୍କ: ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଠାବ

କୋଣାର୍କ: ଚନ୍ଦ୍ରଭାଗା ସମୁଦ୍ର କୂଳ ନୋଳିଆ ସାହି ନିକଟରୁ ଆଜି ସକାଳେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ  ଠାବ କରାଯାଇଛି। ମୃତଦେହଟି ଭୋରରୁ ସମୁଦ୍ର ଢେଉରେ ଆଜି ଭାସି ଆସି କୂଳରେ ଲାଗିବା ପରେ ସ୍ଥାନୀୟ ମତ୍ସଜୀବୀ ପୋଲିସ୍‌କୁ ଜଣାଇଥିଲେ। ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ।

deadbody

Rakesh Mallick
  • Published: Friday, 19 August 2016
  • , Updated: 19 August 2016, 10:38 AM IST

କୋଣାର୍କ: ଚନ୍ଦ୍ରଭାଗା ସମୁଦ୍ର କୂଳ ନୋଳିଆ ସାହି ନିକଟରୁ ଆଜି ସକାଳେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ  ଠାବ କରାଯାଇଛି। ମୃତଦେହଟି ଭୋରରୁ ସମୁଦ୍ର ଢେଉରେ ଆଜି ଭାସି ଆସି କୂଳରେ ଲାଗିବା ପରେ ସ୍ଥାନୀୟ ମତ୍ସଜୀବୀ ପୋଲିସ୍‌କୁ ଜଣାଇଥିଲେ।

ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ।

Related story