ଟ୍ରାକ୍ଟର ଓଲଟି ୩ ମୃତ

ଜୟପୁର: କୋରାପୁଟ୍‌ ଜିଲ୍ଲା କୋଟପାଡ ବ୍ଲକ ଚାନ୍ଦିଲି ନିକଟରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ସାମାନ୍ୟ ଗୁରୁତରଙ୍କୁ ମେଡ଼ିକାଲରେ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଟ୍ରାକ୍ଟରଟି ବାଲି ଅନ୍‌ଲୋଡ୍‌ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

jaipur accident

Rakesh Mallick
  • Published: Sunday, 02 April 2017
  • , Updated: 02 April 2017, 05:56 PM IST

Related story