ବୃତ୍ତି ବଦଳାଇ ଦେଲା କରୋନା! ଧାନ ରୋଇଲେ ବିଧାୟକ

କୋରାପୁଟ (ସୂର୍ଯ୍ୟ ପଣ୍ଡା): ଦେହରେ ଗାମୁଛା, ଆଉ ମୁଣ୍ଡରେ ପଗଡ଼ି। ହାତରେ ଧରିଛନ୍ତି ଧାନ ଗଛ। ଏମିତି ରୂପରେ ଆଜି ଦେଖିବାକୁ ମିଳିଛି କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କୁ। ଲକ୍‌ଡାଉନ୍‌ରେ ଘରେ ବସି ସମୟ ନଷ୍ଟ ନ କରି ସେ ଚାଲି ଯାଇଛନ୍ତି କ୍ଷେତକୁ। ମଜୁଆରିଙ୍କ ସହ ଦିନ ସାରା ବିଲରେ ରହି କାମ କରୁଛନ୍ତି। ମହାମାରୀ ‘କରୋନା’ ପାଇଁ ସଭାସମିତି ବନ୍ଦ। ବାହାରେ ବୁଲାବୁଲି ନେଇ ମଧ୍ୟ କଟକଣା ରହିଛି। ଏହି ସମୟରେ କୋରାପୁଟ ବିଧାୟକ […]

koraput-mla

koraput-mla

Manoranjan Sial
  • Published: Wednesday, 22 July 2020
  • Updated: 22 July 2020, 10:33 PM IST

Sports

Latest News

କୋରାପୁଟ (ସୂର୍ଯ୍ୟ ପଣ୍ଡା): ଦେହରେ ଗାମୁଛା, ଆଉ ମୁଣ୍ଡରେ ପଗଡ଼ି। ହାତରେ ଧରିଛନ୍ତି ଧାନ ଗଛ। ଏମିତି ରୂପରେ ଆଜି ଦେଖିବାକୁ ମିଳିଛି କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କୁ। ଲକ୍‌ଡାଉନ୍‌ରେ ଘରେ ବସି ସମୟ ନଷ୍ଟ ନ କରି ସେ ଚାଲି ଯାଇଛନ୍ତି କ୍ଷେତକୁ। ମଜୁଆରିଙ୍କ ସହ ଦିନ ସାରା ବିଲରେ ରହି କାମ କରୁଛନ୍ତି।

ମହାମାରୀ ‘କରୋନା’ ପାଇଁ ସଭାସମିତି ବନ୍ଦ। ବାହାରେ ବୁଲାବୁଲି ନେଇ ମଧ୍ୟ କଟକଣା ରହିଛି। ଏହି ସମୟରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ ତାଙ୍କ ପୂର୍ବ ବୃତ୍ତିକୁ ଫେରି ଯାଇଛନ୍ତି। ଘରେ ବସି ସମୟ ନ କରିବା ବଦଳରେ ନିୟମିତ କ୍ଷେତକୁ ଯାଇ ଚାଷ କାମ ବୁଝୁଛନ୍ତି। କ୍ଷେତରେ ହଳ କରୁଛନ୍ତି। ଚାଷୀଙ୍କ ସହ ଧାନ ଗଛ ଲଗାଉଛନ୍ତି। ବିଧାୟକଙ୍କ ଏମିତି କାମ ଦେଖି ଅନ୍ୟମାନେ ଉତ୍ସାହିତ ହେବା ସହ ବିଧାୟକଙ୍କୁ ସହଯୋଗ କରୁଛନ୍ତି।

ଏନେଇ ବିଧାୟକ ରଘୁରାମ ପୋଡାଲ କହିଛନ୍ତି, ମୁଁ ବୃତ୍ତିରେ ଜଣେ ଚାଷୀ। ଦୀର୍ଘଦିନ ହେଲା ଚାଷ କାମ କରି ଆସୁଛନ୍ତି। ରାଜନୀତିରେ ପଶିବା ପରଠୁ ଚାଷ ପାଇଁ ଅଧିକ ସମୟ ମିଳୁ ନ ଥିଲା। ଏବେ ଲକ୍‌ଡାଉନ ଚାଲିଥିବାରୁ କ୍ଷେତକୁ ଯାଇ ଚାଷ କାମ କରୁଛି ବୋଲି ଶ୍ରୀ ପୋଡାଲ୍‌ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story