ପାଇପ ବୋଝେଇ ପିକ୍‌ଅପ୍‌ ଓଲଟି ୬ ଆହତ

କୁଚିଣ୍ଡା: କୁଚିଣ୍ଡା ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥର ଝାରମୁଣ୍ଡାରେ ଏକ ପାଇପ୍‌ ବୋଝେଇ ପିକ୍‌ଅପ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଗୁରୁତର ୫ ଜଣଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

kuchinda pickup accident

Rakesh Mallick
  • Published: Sunday, 01 January 2017
  • , Updated: 01 January 2017, 06:04 PM IST

Related story