କୁଚିଣ୍ଡା: ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ସମ୍ୱଲପୁର:ସମ୍ୱଲପୁର ଜିଲ୍ଲା କୁଚିଣ୍ଡାରେ ମହାପ୍ରଭୁ ଜଗନ୍ନାଥଙ୍କ ନେତ୍ର ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଛି। ଅନ୍ୟପଟେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚଛି। ରଥ ଖଳାରେ ରଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅପେକ୍ଷା କରି ରହିଛି। ସେପଟେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ବି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପକ୍ଷରେ ଏହି ମନ୍ଦିରରେ ମହାପ୍ରଭୁ ଜଗନ୍ନାଥ ଏକା ପୂଜା ପାଆନ୍ତି ଦଧିବାମନ ବେଶରେ। ତେଣୁ ଏହାକୁ ଦଧିବାମନ କ୍ଷେତ୍ର ମଧ୍ୟ କୁହାଯାଏ। ଏହି ମନ୍ଦିର […]

kuchida

Rakesh Mallick
  • Published: Friday, 17 July 2015
  • , Updated: 17 July 2015, 07:43 AM IST

ସମ୍ୱଲପୁର:ସମ୍ୱଲପୁର ଜିଲ୍ଲା କୁଚିଣ୍ଡାରେ ମହାପ୍ରଭୁ ଜଗନ୍ନାଥଙ୍କ ନେତ୍ର ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଛି। ଅନ୍ୟପଟେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚଛି। ରଥ ଖଳାରେ ରଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅପେକ୍ଷା କରି ରହିଛି। ସେପଟେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ବି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଅନ୍ୟପକ୍ଷରେ ଏହି ମନ୍ଦିରରେ ମହାପ୍ରଭୁ ଜଗନ୍ନାଥ ଏକା ପୂଜା ପାଆନ୍ତି ଦଧିବାମନ ବେଶରେ। ତେଣୁ ଏହାକୁ ଦଧିବାମନ କ୍ଷେତ୍ର ମଧ୍ୟ କୁହାଯାଏ। ଏହି ମନ୍ଦିର ଦେବୋତ୍ତର ବିଭାଗ ଅଧିନରେ ରହିଛି ଏଣୁ ଏଠାକାର ନୀତିକାନ୍ତରେ ଶ୍ରୀ ମନ୍ଦିର ସହିତ ସମାନତା ପରିଲିକ୍ଷିତ ହୁଏ।

Related story