କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା: ୨ ମନସ୍ତତ୍ୱବିତ୍ ପୀଡ଼ିତାଙ୍କୁ କରିବେ କାଉନସେଲିଂ

କୋରାପୁଟ: କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଆଜି ପୀଡ଼ିତାଙ୍କୁ କାଉନସେଲିଂ କରାଯିବ। ୨ ଜଣ ମନସ୍ତତ୍ୱବିତ୍ ଏହି କାଉନସେଲିଂ କରିବେ। ପୀଡିତା ଏବେ ଷ୍ଟେ-ହୋମରେ ରହୁଛନ୍ତି। ପରିବାର ଲୋକେ ମଧ୍ୟ ନାବାଳିକାଙ୍କୁ ଗ୍ରହଣ କରୁନାହାଁନ୍ତି। ଗତକାଲି ପୁଣି ଯନ୍ତ୍ରଣା ହେବାରୁ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗଣଦୁଷ୍କର୍ମ ଅଭିଯୋଗର ୨୫ଦିନ ପରେ ବି ପୋଲିସ୍‌ ଅଭିଯୁକ୍ତଙ୍କୁ ଧରିବା ତ ଦୂରର କଥା, ଅଦ୍ୟାବଧି ଚିହ୍ନଟ କରିପାରିନି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୀତି […]

gangrape

Rakesh Mallick
  • Published: Sunday, 05 November 2017
  • , Updated: 05 November 2017, 11:32 AM IST

କୋରାପୁଟ: କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଆଜି ପୀଡ଼ିତାଙ୍କୁ କାଉନସେଲିଂ କରାଯିବ। ୨ ଜଣ ମନସ୍ତତ୍ୱବିତ୍ ଏହି କାଉନସେଲିଂ କରିବେ। ପୀଡିତା ଏବେ ଷ୍ଟେ-ହୋମରେ ରହୁଛନ୍ତି। ପରିବାର ଲୋକେ ମଧ୍ୟ ନାବାଳିକାଙ୍କୁ ଗ୍ରହଣ କରୁନାହାଁନ୍ତି। ଗତକାଲି ପୁଣି ଯନ୍ତ୍ରଣା ହେବାରୁ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଗଣଦୁଷ୍କର୍ମ ଅଭିଯୋଗର ୨୫ଦିନ ପରେ ବି ପୋଲିସ୍‌ ଅଭିଯୁକ୍ତଙ୍କୁ ଧରିବା ତ ଦୂରର କଥା, ଅଦ୍ୟାବଧି ଚିହ୍ନଟ କରିପାରିନି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ମଧ୍ୟ ସରଗରମ ରହିଛି।

Related story