ସୂକ୍ଷ୍ମ କଳାକୃତିରେ ସହିଦ୍‌ଙ୍କୁ ସଲାମ୍‌ କଲେ ଈଶ୍ୱର

Ordigital Desk
  • Published: Saturday, 16 February 2019
  • , Updated: 16 February 2019, 04:44 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲୱାମା ଆକ୍ରମଣ ପରେ ଏବେ ସାରା ଦେଶରେ ଦୁଃଖର ବାତାବରଣ ଖେଳି ଯାଇଥିବା ବେଳେ ଭିନ୍ନ ଭିନ୍ନ ଢଙ୍ଗରେ ଲୋକେ ସହିଦ୍&zwnj;ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ନିଜ କଳାକୃତୀ ଜରିଆରେ କଳାକାରମାନେ ମଧ୍ୟ ସହିଦ୍&zwnj;ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି କଳାକାରମାନଙ୍କ ମଧ୍ୟରେ ଅଛନ୍ତି ଜଟଣୀ, ହାଟବଜାରର ଏଲ୍&zwnj;.ଇଶ୍ୱର ରାଓ। ଈଶ୍ୱର ନିଜ ସୂକ୍ଷ୍ମ କଳାକୃତୀ ଜରିଆରେ ଶ୍ରଦ୍ଧାଞ୍ଜଳି। ସେ&nbsp;ସୋଡ଼ା ବୋତଲ ମଧ୍ୟରେ ସବୁନରେ ପ୍ରସ୍ତୁତ କରିଛନ୍ତି ଆର୍ମି ବନ୍ଧୁକର ପ୍ରତିମୂର୍ତ୍ତି।</p> <p>(image) </p>

Related story