ଶ୍ରମିକ ଓ ମଜୁରିଆଙ୍କ ପିଠିରେ କରୋନାର ଜବରଦସ୍ତ ପ୍ରହାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ଓ ମଜୁରିଆଙ୍କ ପିଠିରେ କରୋନା କରିଛି ଜବରଦସ୍ତ ପ୍ରହାର।  କଳକାରଖାନା ବନ୍ଦ ହୋଇଯିବା ଯୋଗଁ ଠପ୍ ହୋଇଯାଇଛି ଏମାନଙ୍କର ରୋଜଗାରର ବାଟ । ପ୍ରଥମ ପର୍ଯ୍ୟାୟର ୨୧ ଦିନିଆ ଲକ୍ ଡାଉନ୍ ଅବଧିକୁ କୌଣସି ପ୍ରକାରେ କାଟିବା ପରେ ଏବେ ପୁଣି ୧୯ ଦିନର ଲକ୍‌ଡାଉନ୍ ସେମାନଙ୍କ ଚିନ୍ତା ବଢ଼ାଇଛି।   ପେଟରେ ନିଆଁ ଲାଗିବା ପରେ କିଛି ସ୍ଥାନରେ ଶ୍ରମିକଙ୍କ ଧର୍ଯ୍ୟ ବାଡ଼ ଡେଇଁଛି। ଘରକୁ ଫେରିବା […]

iop-1

iop-1

Tapas Behera
  • Published: Wednesday, 15 April 2020
  • Updated: 15 April 2020, 08:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ଓ ମଜୁରିଆଙ୍କ ପିଠିରେ କରୋନା କରିଛି ଜବରଦସ୍ତ ପ୍ରହାର।  କଳକାରଖାନା ବନ୍ଦ ହୋଇଯିବା ଯୋଗଁ ଠପ୍ ହୋଇଯାଇଛି ଏମାନଙ୍କର ରୋଜଗାରର ବାଟ । ପ୍ରଥମ ପର୍ଯ୍ୟାୟର ୨୧ ଦିନିଆ ଲକ୍ ଡାଉନ୍ ଅବଧିକୁ କୌଣସି ପ୍ରକାରେ କାଟିବା ପରେ ଏବେ ପୁଣି ୧୯ ଦିନର ଲକ୍‌ଡାଉନ୍ ସେମାନଙ୍କ ଚିନ୍ତା ବଢ଼ାଇଛି।   ପେଟରେ ନିଆଁ ଲାଗିବା ପରେ କିଛି ସ୍ଥାନରେ ଶ୍ରମିକଙ୍କ ଧର୍ଯ୍ୟ ବାଡ଼ ଡେଇଁଛି। ଘରକୁ ଫେରିବା ପାଇଁ ଆକୁଳ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଶ୍ରମିକ। ପ୍ରଥମେ ୨୧ ଦିନ ଓ ପରେ ୧୯ ଦିନ। ନାକାବନ୍ଦୀ ଭାଙ୍ଗିଛି ଶ୍ରମିକଙ୍କ ଧର୍ଯ୍ୟର ବନ୍ଧ।  ଗୋଟିଏ ଚିତ୍ର ମୁମ୍ବାଇ ବାନ୍ଦ୍ରାର ଓ ଅନ୍ୟଟି ସୁରତ ବରଛାର ।

ଘରକୁ ଫେରିବାକୁ  ଟ୍ରେନ ଚଳାଚଳ କରୁସେବା ଆରମ୍ଭ ହେଉଥିବା ଗୁଜବରେ ବିଶ୍ୱାସ କରି ଘରକୁ ଫେରିବାକୁ ଗତକାଲି ବାନ୍ଦ୍ରା ଷ୍ଟେସନରେ ଏକାଠି ହୋଇଥିଲେ ହଜାର ହଜାର ଶ୍ରମିକ । ସାମାଜିକ ଦୂରତା  ରକ୍ଷା ନ ହେବା ଆଶଙ୍କାରେ ସ୍ଥିତିକୁ ନିୟନ୍ତ୍ରଣକୁ  ଆଣିବାକୁ ପୁଲିସକୁ ଲାଠି ଚଳାଇବାକୁ ପଡିଥିଲା  । ସୁରତରେ ବି ସମାନ ଢଙ୍ଗରେ ରାସ୍ତାକୁ ଓହ୍ଲାଇଥିଲେ ଏମ୍ବ୍ରୋଡାରୀ କାରଖାନାରେ କାମ କରୁଥିବା ଶ୍ରମିକ ।  ଫ୍ୟା୍ରି ବନ୍ଦ ଥିବାରୁ କାମ ନପାଇ ଦାବି କରିଥିଲେ । କହିଥିଲେ କାମ ଦିଅ ନ ହେଲେ ଘରକୁ ଫେରିବାକୁ ଅନୁମତି ଦିଅ। ଅନେକ ସମୟ ଧରି ବୁଝାଇବା ପରେ ଫଳ କିଛି ନ ହେବାରୁ ଭିଡ଼ ଭାଙ୍ଗିବାକୁ ବଳ ପ୍ରୟୋଗ ପାଇଁ ପ୍ରୟାସ କରିଥିଲା ପୁଲିସ।  କିଛି ଦିନ ତଳେ ସୁରତରେ ଘରକୁ ଫେରିବା ଦାବିରେ ପୋଡାଜଳା ବି କରିଥିଲେ ଶ୍ରମିକ । ତେବେ ଲକଡାଉନ ନ ଉଠିବା ଯାଏ ଶ୍ରମିକଙ୍କ ପାଇଁ କରାଯାଇଥିବା ଅସ୍ଥାୟୀ ଶିବିରରେ ରହିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।

ଏପଟେ ଓଡ଼ିଶାରେ ଫସି ରହିଥିବା ଶ୍ରମିକଙ୍କର ଦୁରାବସ୍ଥା ବି କିଛି କମ ନୁହେଁ । କିଛି ଚିତ୍ର ସୁନ୍ଦରଗଡ଼ ଭେଡ଼ାବାହାଲରୁ ଆସିଛି। ଚାଲି ଚାଲି ଝାରସୁଗୁଡ଼ାରୁ  ଝାଡ଼ଖଣ୍ଡର ପଲାମୁ ବାହାରିଛନ୍ତି ଶ୍ରମିକ। ସମସ୍ତେ ଝାରସୁଗୁଡ଼ାର ବେଦାନ୍ତ କାରଖାନାରେ କାମ କରୁଥିଲେ । ଲକଡାଉନ ଯୋଗୁ ପ୍ରଥମେ ୨୧ ଦିନ ଓ ଏବେ ପୁଣି ୧୯ ଦିନ କାରଖାନା ବନ୍ଦ ହେବାକୁ ଥିବାରୁ କାମ ନ ପାଇ ଚାଲି ଚାଲି ଶହ ଶହ କିମି ବାହାରିଛନ୍ତି ଶ୍ରମିକ।

ବାଲେଶ୍ୱରର ରେମୁଣାର ଏହି ଘରେ ଫସି ରହିଛନ୍ତି ପଶ୍ଚିମବଙ୍ଗ ବିରଭୂମୀର ୪୫ ଶ୍ରମିକ । ଛତିଶଗଡ଼ରୁ ଆସି ଫେରି ପାରି ନଥିବା କିଛି ପରିବାର ବାଣପୁରରେ ଖୋଲା ଆକଶ ତଳେ ଦିନ କାଟୁଛନ୍ତି । ଗାଡି ଚଳାଚଳ ବନ୍ଦଥିବାରୁ  ବନ୍ଦ ହୋଇଯାଇଛି । ଏମିତି ୭୭ ହଜାର ବାହାର ରାଜ୍ୟର ଶ୍ରମିକ ନାକାବନ୍ଦୀ ଯୋଗୁ ଫସିଥିବା ବେଳେ ଓଡ଼ିଶାବାହାରେ ପ୍ରାୟ ଦେଢଲକ୍ଷ ଓଡ଼ଇା ଶ୍ରମିକ ଫସି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story