କାଶୀପୁରରେ ଭୂସ୍ଖଳନ; ଚାଷ ଜମିରେ ମାଡ଼ି ଗଲା ଅତଡ଼ା

ରାୟଗଡ଼ା(ମନୋଜ ପାତ୍ର): ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଭୂସ୍ଖଳନ ହୋଇଛି। ସିନ୍ଦୁରାଘାଟି ପଞ୍ଚାୟତ ଅନ୍ତର୍ଗତ କଡ଼ିଗୁଡ଼ା ଗାଁ ନିକଟରେ ଥିବା ମରାନିଯୋଡ଼ି ପାହାଡ଼ରୁ ମାଟି ଅତଡ଼ା ଖସିଛି। ଫଳରେ ପାହାଡ଼ ତଳେ ଥିବା ଚାଷ ଜମି ଗୁଡ଼ିକରେ ମାଟି ଅତଡ଼ା ଓ ପଥର ଖଣ୍ଡ ମାଡ଼ି ଯାଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ଗୁଣୁପୁର, ବିଷମକଟକ, କାଶୀପୁର ବ୍ଲକର ଶହ ଶହ ଗାଁ ପ୍ରଭାବିତ […]

rayagada

Jyoshna Pradhan
  • Published: Thursday, 08 August 2019
  • , Updated: 08 August 2019, 11:50 AM IST

ରାୟଗଡ଼ା(ମନୋଜ ପାତ୍ର): ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଭୂସ୍ଖଳନ ହୋଇଛି। ସିନ୍ଦୁରାଘାଟି ପଞ୍ଚାୟତ ଅନ୍ତର୍ଗତ କଡ଼ିଗୁଡ଼ା ଗାଁ ନିକଟରେ ଥିବା ମରାନିଯୋଡ଼ି ପାହାଡ଼ରୁ ମାଟି ଅତଡ଼ା ଖସିଛି। ଫଳରେ ପାହାଡ଼ ତଳେ ଥିବା ଚାଷ ଜମି ଗୁଡ଼ିକରେ ମାଟି ଅତଡ଼ା ଓ ପଥର ଖଣ୍ଡ ମାଡ଼ି ଯାଇ ବ୍ୟାପକ କ୍ଷୟକ୍ଷତି ହୋଇଛି।

ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ଗୁଣୁପୁର, ବିଷମକଟକ, କାଶୀପୁର ବ୍ଲକର ଶହ ଶହ ଗାଁ ପ୍ରଭାବିତ ହୋଇଛି । ଜଳସ୍ତର ଆସ୍ତେ ଆସ୍ତେ ଖସୁଥିଲେ ମଧ୍ୟ ବଂଶଧାରା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଲୋକେ ଆତଙ୍କିତ  ଅବସ୍ଥାରେ ଅଛନ୍ତି ।

Related story