କାଳିଝୋଲ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ

Ordigital Desk
  • Published: Sunday, 29 April 2018
  • , Updated: 29 April 2018, 12:33 PM IST
<p>ଜୟପୁର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଜୟପୁର କାଳିଝୋଲ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ମିଳିଥିବା ସୂଚନା ଅନୁସାରେ ବିସ୍ଫୋରଣରେ କୌଣସି କ୍ଷୟ କ୍ଷତି ହୋଇନାହିଁ। ବିସ୍ଫୋରଣ ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଲାଗିଥିବା ଜଣାପଡ଼ିଛି। ମାଓବାଦୀଙ୍କ ବିରୋଧରେ ସାଧାରଣ ଆଦିବାସୀ ଜନତା ପକ୍ଷରୁ ଏହି ପୋଷ୍ଟର ମରା ଯାଇଥିବା ଜଣାପଡ଼ିଛି। ମାଓବାଦୀମାନେ ବିଶୃଙ୍ଖଳା କରନ୍ତୁ ନାହିଁ ବୋଲି ପୋଷ୍ଟରରେ ଲେଖା ହୋଇଛି।</p>

Related story