ଲାଞ୍ଜିଗଡ ବେଦାନ୍ତ ଆଲୁମିନା କମ୍ପାନୀ ଚାଲୁ ରଖିବା ଓ କଞ୍ଚାମାଲ ଯୋଗାଣ ଦାବିରେ କଳାହାଣ୍ଡି-ରାୟଗଡା ରାସ୍ତାରୋକ

ରାୟଗଡା: ଲାଞ୍ଜିଗଡ ସ୍ଥିତ ଦେବାନ୍ତ ଆଲୁମିନା କମ୍ପାନୀ ବକ୍ସାଇଟ‍‌ ଅଭାବରୁ ବନ୍ଦ ହେବାକୁ ଯାଉଥିବା ବେଳେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ସରକାର କଞ୍ଚାମାଲ ଯୋଗାଇ ଦେବା ଦାବିରେ ଆଜି କଳାହାଣ୍ଡି-ରାୟଗଡା ସୀମାନ୍ତ ପୋଖରୀବନ୍ଧ ନିକଟରେ ରାସ୍ତାରୋକ କରାଯାଇଛି। ଆଞ୍ଚଳିକ ବିକାଶ ପରିଷଦ ଡାକରାରେ ଏହି ରାସ୍ତାରୋକ କରାଯାଇଥିଲା । କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ଶହଶହ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ ।

rayagada

rayagada

Rakesh Mallick
  • Published: Thursday, 03 September 2015
  • Updated: 03 September 2015, 11:03 AM IST

Sports

Latest News

ରାୟଗଡା: ଲାଞ୍ଜିଗଡ ସ୍ଥିତ ଦେବାନ୍ତ ଆଲୁମିନା କମ୍ପାନୀ ବକ୍ସାଇଟ‍‌ ଅଭାବରୁ ବନ୍ଦ ହେବାକୁ ଯାଉଥିବା ବେଳେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ସରକାର କଞ୍ଚାମାଲ ଯୋଗାଇ ଦେବା ଦାବିରେ ଆଜି କଳାହାଣ୍ଡି-ରାୟଗଡା ସୀମାନ୍ତ ପୋଖରୀବନ୍ଧ ନିକଟରେ ରାସ୍ତାରୋକ କରାଯାଇଛି। ଆଞ୍ଚଳିକ ବିକାଶ ପରିଷଦ ଡାକରାରେ ଏହି ରାସ୍ତାରୋକ କରାଯାଇଥିଲା । କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ଶହଶହ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ ।rayagada

ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ଫଳରେ କଳାହାଣ୍ଡି-ରାୟଗଡା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହେବା ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା । ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଧର ପେଶନିଆ ଏହାର ନେତୃତ୍ୱ ନେଇଥିଲେ ।raygada

ବେଦାନ୍ତ ବନ୍ଦ ହେଲେ ଉଭୟ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ହଜାର ହଜାର ଲୋକ ପ୍ରଭାବିତ ହେବେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ବେଦାନ୍ତକୁ ସରକାର ଶୀଘ୍ର କଞ୍ଚାମାଲ ଯୋଗାଇଦେବା ସହ କମ୍ପାନୀ ଚଳାଇବାର ବ୍ୟବସ୍ଥା କରିବା ପାଇଁ ସେମାନେ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story