ଲାଞ୍ଜିଗଡ଼ ବେଦାନ୍ତ କଂପାନୀ ଚାଲୁ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କଲେ ସ୍ଥାନୀୟ ବିଧାୟକ

ଭୁବନେଶ୍ୱର: ଲାଞ୍ଜିଗଡ଼ ବେଦାନ୍ତ କଂପାନୀର ଆଲୁମିନିୟମ୍ କାରଖାନାକୁ ଚାଲୁ ରଖିବାକୁ ସ୍ଥାନୀୟ ଜନ ପ୍ରତିନିଧି ଏବଂ ଅଞ୍ଚଳବାସୀ ଦାବି କରିଛନ୍ତି। ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝୀ ଏବଂ ଭବାନୀପାଟଣା ସଦର ବିଧାୟକ ଅନାମ ନାଏକଙ୍କ ନେତୃତ୍ୱରେ ସ୍ଥାନୀୟ ବାସିନ୍ଦା ଶୁକ୍ରବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। କଂପାନୀକୁ କଞ୍ଚାମାଲର ଆବଶ୍ୟକତା ଦୃଷ୍ଟିରୁ ଜିଲ୍ଲାରେ ଥିବା ଯେକୌଣସି ଖଣି ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେମାନେ ଦାବି କରିଛନ୍ତି।

bbsr

bbsr

Rakesh Mallick
  • Published: Friday, 28 August 2015
  • Updated: 28 August 2015, 10:29 AM IST

Sports

Latest News

ଭୁବନେଶ୍ୱର: ଲାଞ୍ଜିଗଡ଼ ବେଦାନ୍ତ କଂପାନୀର ଆଲୁମିନିୟମ୍ କାରଖାନାକୁ ଚାଲୁ ରଖିବାକୁ ସ୍ଥାନୀୟ ଜନ ପ୍ରତିନିଧି ଏବଂ ଅଞ୍ଚଳବାସୀ ଦାବି କରିଛନ୍ତି। ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝୀ ଏବଂ ଭବାନୀପାଟଣା ସଦର ବିଧାୟକ ଅନାମ ନାଏକଙ୍କ ନେତୃତ୍ୱରେ ସ୍ଥାନୀୟ ବାସିନ୍ଦା ଶୁକ୍ରବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। କଂପାନୀକୁ କଞ୍ଚାମାଲର ଆବଶ୍ୟକତା ଦୃଷ୍ଟିରୁ ଜିଲ୍ଲାରେ ଥିବା ଯେକୌଣସି ଖଣି ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେମାନେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos