ଅଡୁଆରେ ବିଧାୟକ ବଳଭଦ୍ର ମାଝି
- Published: Thursday, 16 November 2017
- , Updated: 16 November 2017, 10:15 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଡୁଆରେ ପଡିଛନ୍ତି ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝି। ସର୍ବସାଧାରଣ ସ୍ଥାନରେ ଅପଶଦ୍ଦ ବ୍ୟବହାର କରିବା ଏବଂ ଲାଞ୍ଜିଗଡ଼ ଜିଲ୍ଲା ପରିଷଦ ସଦସ୍ୟା କଳ୍ପନା ମାଝିଙ୍କ ପରିବାରକୁ ଧମକ ଦେବା ନେଇ ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ଜୀବନରୁ ମାରିଦେବା ଲାଗି ବଳଭଦ୍ର ଧମକ ଦେଇଥିବା ଏତଲାରେ ଦର୍ଶାଇଛନ୍ତି କଳ୍ପନାଙ୍କ ସ୍ୱାମୀ। ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଳଭଦ୍ର। ରାଜନୈତିକ ଉଦ୍ଦେଶ୍ୟରେ ଏହା କରାଯାଇଥିବା ସେ କହିଛନ୍ତି।</p>