ନଦୀରେ ଭାସୁଛି ଶହ ଶହ ମଲା ମାଛ

ବାଲେଶ୍ୱର (ରଣଜିତ୍‌ ପାକଳ): ବାଲେଶ୍ୱର ଜିଲ୍ଲା  ରେମୁଣା  ବ୍ଲକ୍‌ ଅଞ୍ଚଳ ଦେଇ ଯାଇଥିବା ସୋନ ନଦୀରେ ମାଛ ମଡ଼କ ଦେଖା ଦେଇଛି। ବିଶେଷ କରି ପତ୍ରିପାଳ ଓ ଗନିପୁର ପଞ୍ଚାୟତ ପାଖରେ ଶହ ଶହ ମାଛ ମରି ଭାସୁଛନ୍ତି। ତେବେ ଏତେ ସଂଖ୍ୟାରେ ମାଛ କାହିଁକି ମଲେ, ତାହା ସ୍ପଷ୍ଟ ହୋଇନାହିଁ। ମାଛ ମାରିବା ପାଇଁ କେହି ନଦୀରେ ବିଷ ପ୍ରୟୋଗ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁଇ ଦିନ […]

fish-12

fish-12

Jyoshna Pradhan
  • Published: Sunday, 24 February 2019
  • Updated: 24 February 2019, 09:41 AM IST

Sports

Latest News

ବାଲେଶ୍ୱର (ରଣଜିତ୍‌ ପାକଳ): ବାଲେଶ୍ୱର ଜିଲ୍ଲା  ରେମୁଣା  ବ୍ଲକ୍‌ ଅଞ୍ଚଳ ଦେଇ ଯାଇଥିବା ସୋନ ନଦୀରେ ମାଛ ମଡ଼କ ଦେଖା ଦେଇଛି। ବିଶେଷ କରି ପତ୍ରିପାଳ ଓ ଗନିପୁର ପଞ୍ଚାୟତ ପାଖରେ ଶହ ଶହ ମାଛ ମରି ଭାସୁଛନ୍ତି।

ତେବେ ଏତେ ସଂଖ୍ୟାରେ ମାଛ କାହିଁକି ମଲେ, ତାହା ସ୍ପଷ୍ଟ ହୋଇନାହିଁ।

ମାଛ ମାରିବା ପାଇଁ କେହି ନଦୀରେ ବିଷ ପ୍ରୟୋଗ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁଇ ଦିନ ହେବ ଏପରି ଭାବେ ମାଛ ମରୁଛନ୍ତି। ନଦୀର ପାଣି କଳାରଙ୍ଗ ହୋଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story