କମେଡି ନିଶାରେ ଆଇଟି ଇଞ୍ଜିନିୟର, ଜିଲ୍ଲାକୁ ଜିଲ୍ଲା ବୁଲି ବାଣ୍ଟୁଛନ୍ତି ହସର ବଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେସାରେ ଇଞ୍ଜିନିୟର। ହେଲେ ନିଶା ଲୋକଙ୍କୁ ଏଣ୍ଟରଟେନ୍‌ କରିବା। ସେ କୌଣସି ଟିଭି ସୋ କି ୟୁଟ୍ୟୁବ୍‌ ଚ୍ୟାନେଲ୍‌ ନୁହେଁ। ସିଧାସଳଖ ଲୋକଙ୍କ ଆକଙ୍କ ଆଗରେ କରିବେ ଅଭିନୟ। ପୁଣି ବିନା ପଇସାରେ। ଏଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ଜଣେ ଓଡ଼ିଆ ଇଂଜିନିୟରିଂ ଛାତ୍ର ଜୟନ୍ତ ରାଉତ ଓ ତାଙ୍କ ସାଥୀ ପ୍ରଣବ। ନିକଟରେ ଏହି ଦୁଇ ଛାତ୍ର ତାଙ୍କର କିଛି ସାଙ୍ଗ ସାଥୀଙ୍କୁ ନେଇ ବାଲେଶ୍ୱରରେ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। […]

dance in balasore

Rakesh Mallick
  • Published: Monday, 30 April 2018
  • , Updated: 30 April 2018, 10:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେସାରେ ଇଞ୍ଜିନିୟର। ହେଲେ ନିଶା ଲୋକଙ୍କୁ ଏଣ୍ଟରଟେନ୍‌ କରିବା। ସେ କୌଣସି ଟିଭି ସୋ କି ୟୁଟ୍ୟୁବ୍‌ ଚ୍ୟାନେଲ୍‌ ନୁହେଁ। ସିଧାସଳଖ ଲୋକଙ୍କ ଆକଙ୍କ ଆଗରେ କରିବେ ଅଭିନୟ। ପୁଣି ବିନା ପଇସାରେ। ଏଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ଜଣେ ଓଡ଼ିଆ ଇଂଜିନିୟରିଂ ଛାତ୍ର ଜୟନ୍ତ ରାଉତ ଓ ତାଙ୍କ ସାଥୀ ପ୍ରଣବ। ନିକଟରେ ଏହି ଦୁଇ ଛାତ୍ର ତାଙ୍କର କିଛି ସାଙ୍ଗ ସାଥୀଙ୍କୁ ନେଇ ବାଲେଶ୍ୱରରେ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। “ହଟା ସାଓ୍ୱନ କି ଘଟା” ନାମରେ ସଂସ୍ଥା ଜରିଆରେ ପୂର୍ବରୁ କେବଳ ସୋସିଆଲ ମିଡିଆରେ ଲୋକଙ୍କ ମନୋରଂଜନ କରୁଥିବାବେଳେ ଏବେ କିନ୍ତୁ ରିୟଲିଟି ସୋ ଜରିଆରେ। ଦର୍ଶକଙ୍କ ମନ ଜିଣିବାରେ ଲାଗିଛନ୍ତି ଓଡ଼ିଶାର ପ୍ରତିଟି ଜିଲ୍ଲାରେ ଏଭଳି ସୋ ପରିବେଷଣ କରିବାର ଲକ୍ଷ୍ୟ ରଖିଛନ୍ତି।

Related story