ଭୁବନେଶ୍ୱରରେ ବୁଲୁଛି ଆଉ ଏକ ବାଘ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଗତ ମଙ୍ଗଳବାର ଏକ ବାଘ ଧରା ଯାଇଥିବା ବେଳେ ଆଉ ଏକ ବାଘ ବୁଲୁଥିବା ଅଭିଯୋଗ ହୋଇଛି। ରଙ୍ଗମାଟିଆର ତଳସାହିରେ ଏକ କଲରାପତରିଆ ବାଘ ଲୁଚିଥିବା ଜଣେ ସ୍ଥାନୀୟ ବ୍ୟକ୍ତି ଦେଖିଥିବା କହିବା ପରେ ତନାଘନା ଆରମ୍ଭ ହୋଇଛି। ଏନେଇ ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ଏହାସହ ପାର୍ଶ୍ୱବର୍ତ୍ତୀ ବିଲ ଓ ମାଟିରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଥିବା […]

tiger

tiger

Jyoshna Pradhan
  • Published: Friday, 22 February 2019
  • Updated: 22 February 2019, 02:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଗତ ମଙ୍ଗଳବାର ଏକ ବାଘ ଧରା ଯାଇଥିବା ବେଳେ ଆଉ ଏକ ବାଘ ବୁଲୁଥିବା ଅଭିଯୋଗ ହୋଇଛି। ରଙ୍ଗମାଟିଆର ତଳସାହିରେ ଏକ କଲରାପତରିଆ ବାଘ ଲୁଚିଥିବା ଜଣେ ସ୍ଥାନୀୟ ବ୍ୟକ୍ତି ଦେଖିଥିବା କହିବା ପରେ ତନାଘନା ଆରମ୍ଭ ହୋଇଛି।

ଏନେଇ ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ଏହାସହ ପାର୍ଶ୍ୱବର୍ତ୍ତୀ ବିଲ ଓ ମାଟିରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଥିବା ବିଭାଗ ଟିମ୍‌ କହିଛି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ତାରିଖ ରାତିରେ ଭୁବନେଶ୍ୱର ବିମାନବନ୍ଦରର କାର୍ଗୋ ଗେଟ୍‌ ପାଖରୁ ଧରା ଯାଇଥିବା କଲରାପତରିଆ ବାଘକୁ ଚନ୍ଦକା ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିଲା। ଗତ ରବିବାର ରାତିରେ ଏୟାରପୋର୍ଟ ନିକଟବର୍ତ୍ତୀ ପଲ୍ଲାସପଲ୍ଲୀ ଅଞ୍ଚଳରେ ଏହି କଲରାପତରିଆ ବାଘ ଦେଖିବାକୁ ମିଳିଥିଲା। ଖବର ପାଇବା ପରେ ବାଘକୁ ଧରିବା ପାଇଁ ବନ ବିଭାଗ ‘ଅପରେସନ୍‌ ଲେପାର୍ଡ ’ ଆରମ୍ଭ କରିଥିଲା। ଏଥିପାଇଁ ପୁରୁଣା ଏୟାରପୋର୍ଟକୁ ଯାଇଥିବା ରାସ୍ତାକୁ ସଂପୂର୍ଣ୍ଣ ସିଲ୍‌ କରି ଦିଆଯାଇଥିଲା।

ଉଦ୍ଧାରକାରୀ ଦଳ ଯନ୍ତା, ଟ୍ରାପିଂ ନେଟ୍‌ ଓ ଟ୍ରାଙ୍କୁଲାଇଜ୍‌ ଟିମ୍‌ ସହ ପ୍ରସ୍ତୁତ ରହିଥିଲେ। ବାଘକୁ ଆକୃଷ୍ଟ କରିବା ପାଇଁ ଯନ୍ତାରେ କୁକୁଡ଼ା ରଖାଯାଇଥିଲା। କୁକୁଡ଼ା ଖାଇବାକୁ ଆସି ବାଘ ଯନ୍ତାରେ ପଡ଼ି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story