୪ଟି କଲରାପତରିଆ ଚମଡ଼ା ଜବତ, ୭ ଗିରଫ

କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଏକ ବଡ଼ଧରଣର କଲରାପତରିଆ ବାଘ ରାକେଟର ପର୍ଦ୍ଦାଫାଶ ହୋଇଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଏହାର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଏସ୍‌ଟିଏଫ୍‌ ଟିମ୍‌ ୪ଟି କଲରାପତରିଆ ବାଘ ଚମଡା ଜବତ କରିଛି। ଏହି ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ସଞ୍ଜୟ ବାଘ, ସୁନିଲ୍‌ କାଲୁ, ଦୁସରାଜ ପଟେଲ, ମିନକେତନ ମୁଣ୍ଡୁ, କୈଳାସ ମାଝୀ, ଝୁଲକେତନ ନାଏକ ଓ କୁମାଡ଼ ବରା। ଏମାନଙ୍କ ଘର ସମ୍ୱଲପୁର […]

tiger

Manoranjan Sial
  • Published: Friday, 15 March 2019
  • , Updated: 15 March 2019, 10:46 PM IST

କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଏକ ବଡ଼ଧରଣର କଲରାପତରିଆ ବାଘ ରାକେଟର ପର୍ଦ୍ଦାଫାଶ ହୋଇଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଏହାର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଏସ୍‌ଟିଏଫ୍‌ ଟିମ୍‌ ୪ଟି କଲରାପତରିଆ ବାଘ ଚମଡା ଜବତ କରିଛି।

ଏହି ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ସଞ୍ଜୟ ବାଘ, ସୁନିଲ୍‌ କାଲୁ, ଦୁସରାଜ ପଟେଲ, ମିନକେତନ ମୁଣ୍ଡୁ, କୈଳାସ ମାଝୀ, ଝୁଲକେତନ ନାଏକ ଓ କୁମାଡ଼ ବରା। ଏମାନଙ୍କ ଘର ସମ୍ୱଲପୁର ଓ ଝାରସୁଗୁଡ଼ା ଜିଲ୍ଲା ବୋଲି ଜଣାପଡ଼ିଛି। କଲରାପତରିଆ ବାଘ ଚମଡ଼ା ଗୁଡିକ କୁଚିଣ୍ଡାରୁ ସମ୍ବଲପୁର ଚାଲାଣ ହେଉଥିବା ବେଳେ ଏସ୍‌ଟିଏଫ୍‌ ଟିମ୍‌ ଚଢଉ କରି ଏମାନଙ୍କୁ ଗିରଫ କରିଛି।

 

Related story