ବଜ୍ରପାତ ନେଲା ୩ ଜୀବନ

ଖୋର୍ଦ୍ଧା/ବାରିପଦା(ବଳରାମ ଲେଙ୍କା/ମାଣିକଲାଲ୍‌ ପାଣି): ବଜ୍ରାଘାତରେ ଆଜି ୩ ଜଣ ପ୍ରାଣ ହରାଇଛନ୍ତି ଏବଂ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ଅଞ୍ଚଳରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ ସାରୁଅ ଗାଁର ପରମାନନ୍ଦ ମହାଭୋଇ ଓ କୁଞ୍ଜୁରୀ ଗାଁର ସଂଜୟ ନାୟକ। ଆହତଙ୍କ ମଧ୍ୟରେ ଅଛନ୍ତି କୁଞ୍ଜରି ଗାଁର ଦୀନେଶ ନାୟକ, ବବିତା ନାୟକ […]

lightning-claims

lightning-claims

Manoranjan Sial
  • Published: Saturday, 15 September 2018
  • Updated: 15 September 2018, 04:33 PM IST

Sports

Latest News

ଖୋର୍ଦ୍ଧା/ବାରିପଦା(ବଳରାମ ଲେଙ୍କା/ମାଣିକଲାଲ୍‌ ପାଣି): ବଜ୍ରାଘାତରେ ଆଜି ୩ ଜଣ ପ୍ରାଣ ହରାଇଛନ୍ତି ଏବଂ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଖୋର୍ଦ୍ଧା ଅଞ୍ଚଳରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ ସାରୁଅ ଗାଁର ପରମାନନ୍ଦ ମହାଭୋଇ ଓ କୁଞ୍ଜୁରୀ ଗାଁର ସଂଜୟ ନାୟକ। ଆହତଙ୍କ ମଧ୍ୟରେ ଅଛନ୍ତି କୁଞ୍ଜରି ଗାଁର ଦୀନେଶ ନାୟକ, ବବିତା ନାୟକ ଓ ପୁବୁସାହିର ରମେଶ ସେଠୀ। ଏମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ବଜ୍ରପାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ମହିଳା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଧାନ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ବିଜାତଳା ଗାଁର ହୀରା ମୁର୍ମୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଦେଖନ୍ତୁ ଏ ସଂପର୍କିତ ଭିଡିଓ ଷ୍ଟୋରି

https://youtu.be/F5g66B3bGRA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story