ଲିଙ୍ଗରାଜ ମନ୍ଦିରରେ ପାଳି ପୂଜା ବିବାଦକୁ ନେଇ ନୀତି ବିଳମ୍ୱ

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପାଳି ପୂଜା ବିବାଦକୁ ନେଇ ନୀତି ବିଳମ୍ୱ ହୋଇଛି। ପୂଜାପଣ୍ଡା ନିଯୋଗର ସେବାୟତ ହରିଶ୍ ପୂଜାପଣ୍ଡା ଦାବି ପୂରଣ ନେଇ ମନ୍ଦିର ପ୍ରଶାସନକୁ ପୂର୍ବରୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ କରି ନ ଥିବା ଅଭିଯୋଗ କରିଥିଲେ। ତେବେ ଏନେଇ ମନ୍ଦିର ଟ୍ରଷ୍ଟିବୋଡ ପୂର୍ବରୁ ଆଲୋଚନା କରିଥିଲେ ମଧ୍ୟ ସେ ପୂଜା ବନ୍ଦ କରିଥିବା ସୂଚନା ମିଳିଛି। ଏନେଇ ତାଙ୍କ ନାମରେ ଲିଙ୍ଗରାଜ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଟ୍ରଷ୍ଟିର […]

lingraj-temple

Rakesh Mallick
  • Published: Tuesday, 22 December 2015
  • , Updated: 22 December 2015, 08:08 AM IST

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପାଳି ପୂଜା ବିବାଦକୁ ନେଇ ନୀତି ବିଳମ୍ୱ ହୋଇଛି। ପୂଜାପଣ୍ଡା ନିଯୋଗର ସେବାୟତ ହରିଶ୍ ପୂଜାପଣ୍ଡା ଦାବି ପୂରଣ ନେଇ ମନ୍ଦିର ପ୍ରଶାସନକୁ ପୂର୍ବରୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ କରି ନ ଥିବା ଅଭିଯୋଗ କରିଥିଲେ। ତେବେ ଏନେଇ ମନ୍ଦିର ଟ୍ରଷ୍ଟିବୋଡ ପୂର୍ବରୁ ଆଲୋଚନା କରିଥିଲେ ମଧ୍ୟ ସେ ପୂଜା ବନ୍ଦ କରିଥିବା ସୂଚନା ମିଳିଛି। ଏନେଇ ତାଙ୍କ ନାମରେ ଲିଙ୍ଗରାଜ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଟ୍ରଷ୍ଟିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

Related story